ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାରେ ସକ୍ଷମ ହେବନି ବିଜେପି, ପୁଣି ମୁଖ୍ୟମନ୍ତ୍ରୀ ହେବେ ମମତା!

ନୂଆଦିଲ୍ଲୀ: ଚଳିତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି କରିବା ସହ ଏବେ ଠାରୁ ଘନଘନ ପ୍ରଚାର କରିବାରେ ଲାଗିଛି। ଖାଲି ସେତିକି ନୁହେଁ, କ୍ଷମତାସୀନ ଟିଏମସର ଏକଧିକ ନେତାଙ୍କୁ ବିଜେପି ନିଜ ପାଖକୁ ଆଣି ଦଳକୁ ଶକ୍ତିଶାଳୀ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ହେଲେ ଶତ ଚେଷ୍ଟା କରୁଥିଲେ ମଧ୍ୟ ବିଜେପି ଏଥର ବି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ସକ୍ଷମ ହେବନାହିଁ। ସେହିପରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ […]

fh

fh

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି କରିବା ସହ ଏବେ ଠାରୁ ଘନଘନ ପ୍ରଚାର କରିବାରେ ଲାଗିଛି। ଖାଲି ସେତିକି ନୁହେଁ, କ୍ଷମତାସୀନ ଟିଏମସର ଏକଧିକ ନେତାଙ୍କୁ ବିଜେପି ନିଜ ପାଖକୁ ଆଣି ଦଳକୁ ଶକ୍ତିଶାଳୀ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ହେଲେ ଶତ ଚେଷ୍ଟା କରୁଥିଲେ ମଧ୍ୟ ବିଜେପି ଏଥର ବି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ସକ୍ଷମ ହେବନାହିଁ। ସେହିପରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଇଏଏନଏସ୍‌-ସି ଭୋଟର ସର୍ଭେରେ ଆକଳନ କରାଯାଇଛି।

କେବଳ ପଶ୍ଚିମବଙ୍ଗ ନୁହେଁ, ତାମିଲନାଡୁରେ ବି ବିଜେପି ଓ ଏଆଇଏଡିଏମକେ ମେଣ୍ଟ କ୍ଷମତା ହାସଲ କରିପାରିବ ନାହିଁ। ଏମକେ ଷ୍ଟାଲିନଙ୍କ ଡିଏମକେ ସହଯୋଗୀ କଂଗ୍ରେସ ସହ ମିଶି ଏଥର ତାମିଲନାଡୁରେ ବିଜୟ ବାନା ଉଡ଼ାଇବ ବୋଲି ସର୍ଭେରେ କୁହାଯାଇଛି। ତେବେ ବିଜେପି କେବଳ ଆସାମରେ ପୁଣିଥରେ କ୍ଷମତା ଦଖଲ କରିବ ଓ ସର୍ବାନନ୍ଦ ସୋନୱାଲ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଇଏଏନଏସ୍‌-ସି ଭୋଟର ସର୍ଭେରେ ଆକଳନ କରାଯାଇଛି।

ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ୭୭ଟି ଆସନ ଜିତିବ। ୨୦୧୬ରେ ଏନଡିଏ ଏଠାରେ ୮୬ଟି ଆସନ ଜିତିଥିଲା। ଅର୍ଥାତ ଗତଥର ତୁଳନାରେ ଏନଡିଏ ୯ଟି ଆସନ କମ ଜିତିବ। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୧୬ରେ ୨୬ଟି ଆସନ ଜିତିଥିବା ବେଳେ ଏଥର ୪୦ଟି ଆସନରେ ବାଜିମାତ କରିବାର ସମ୍ଭାବନା ରହିଥିବା ଆଇଏଏନଏସ୍‌-ସି ଭୋଟର କହିଛି।

ଆସାମ ଭଳି କେରଳରେ ମଧ୍ୟ ପିନରାୟୀ ବିଜୟନଙ୍କ କ୍ଷମତାସୀନ ବାମଦଳ ୧୪୦ ଆସନ ବିଶିଷ୍ଟ ବିଧାନସଭାରେ ୮୫ଟି ଆସନ ଜିତିବ। ୨୦୧୬ରେ ଏଲଡିଏଫ ୯୧ଟି ଆସନ ଜିତିଥିଲା।

ପଶ୍ଚିମବଙ୍ଗ କଥା ବିଚାରକୁ ନେଲେ ଏଠାରେ କ୍ଷମତାସୀନ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ୨୯୪ ଆସନ ବିଶିଷ୍ଟ ବିଧାନସଭା ଆସନରୁ ମମତାଙ୍କ ଟିଏମସି ୧୫୪ଟି ଆସନ ଜିତିବ। ୨୦୧୬ରେ ଦଳ ଏଠାରେ ଏକାକୀ ୨୧୧ଟି ଆସନ ଜିତିଥିଲା। ତେଣୁ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳକୁ ଅନେକ ଆସନ ହରାଇବାକୁ ପଡ଼ିବ।

ଅନ୍ୟପକ୍ଷରେ ବିଜେପି ୨୦୧୬ରେ ମାତ୍ର ୩ଟି ଆସନ ଜିତିଥିଲା। ହେଲେ ଏଥର ଦଳର ଅଧିକ ୯୯ଟି ଅର୍ଥାତ ମୋଟ ୧୦୨ଟି ଆସନରେ ବାଜିମାତ କରିବ ବୋଲି ସର୍ଭେରୁ ଜଣାପଡ଼ିଛି।

ତାମିଲନାଡୁରେ କଂଗ୍ରେସ-ଡିଏମକେ ମେଣ୍ଟ ୨୩୪ ଆସନ ବିଶିଷ୍ଟ ବିଧାନସଭାରୁ ୧୬୨ଟିରେ ଜିତିବେ। ୨୦୧୬ ତୁଳନାରେ ଏଥର ଦଳ ଅଧିକ ୬୪ଟି ଆସନ ଜିତବ। କ୍ଷମତାସୀନ ଏଆଇଏଡିଏମକେ ୨୦୧୬ରେ ୧୩୨ଟି ଆସନ ଜିତିଥିଲା। ହେଲେ ୨୦୨୧ରେ ଦଳ ବିଜେପି ସହ ମେଣ୍ଟ କରି ମାତ୍ର ୬୪ଟି ଆସନ ଜିତିବ ବୋଲି ଆଇଏଏନଏସ୍‌-ସି ଭୋଟର ସର୍ଭେରେ ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story