ବିଜେପିକୁ ମମତାଙ୍କ ଟାର୍ଗେଟ: ଆପଣ କେବଳ ବିଧାୟକଙ୍କୁ କିଣି ପାରିବେ, କିନ୍ତୁ...

ବୋଲପୁର: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗର ବୋଲପୁର ରାଲିର ଠିକ୍‌ ଗୋଟିଏ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶୋଭାଯାତ୍ରା କରି ବିଜେପିକୁ ଟାର୍ଗେଟ କରିଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଆଜି ବୋଲପୁରରେ ମମତା ରାଲି କରି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ଏଠାରେ ବିଭାଜନର ରାଜନୀତି କରୁଛି। ଆପଣ କେବଳ କିଛି ହାତ ଗଣତି ବିଧାୟକଙ୍କୁ କିଣି ପାରିବେ। କିନ୍ତୁ ପୂରା ତୃଣମୂଳ […]

df

df

Hemant Lenka
  • Published: Tuesday, 29 December 2020
  • Updated: 29 December 2020, 09:25 PM IST

Sports

Latest News

ବୋଲପୁର: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗର ବୋଲପୁର ରାଲିର ଠିକ୍‌ ଗୋଟିଏ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶୋଭାଯାତ୍ରା କରି ବିଜେପିକୁ ଟାର୍ଗେଟ କରିଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଆଜି ବୋଲପୁରରେ ମମତା ରାଲି କରି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ବିଜେପି ଏଠାରେ ବିଭାଜନର ରାଜନୀତି କରୁଛି। ଆପଣ କେବଳ କିଛି ହାତ ଗଣତି ବିଧାୟକଙ୍କୁ କିଣି ପାରିବେ। କିନ୍ତୁ ପୂରା ତୃଣମୂଳ କଂଗ୍ରେସକୁ ଭାଙ୍ଗି ପାରିବେ ନାହିଁ କିମ୍ବା କିଣିପାରିବେ ନାହିଁ। ନିକଟରେ ୭ ଜଣ ଟିଏମସି ବିଧାୟକ ବିଜେପିରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ଟିଏମସିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ରହିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ମମତା ବିଜେପିକୁ ବାହାର ଦଳ ବୋଲି କହିଛନ୍ତି। ବିଜେପି ରାଜ୍ୟରେ ଘୃଣା ଓ ମିଥ୍ୟାର ରାଜନୀତି କରୁଛି। ଏପରି କରି ଦଳ ବେଙ୍ଗଲର ଏକତାକୁ ଭାଙ୍ଗିବାକୁ ଚାହୁଁଛି। ହେଲେ ରବୀନ୍ଦ୍ରନାଥ ଟାଗୋରଙ୍କ ସୁନାର ବଙ୍ଗଳାରେ କେବେ ହେଲେ ବିଜେପି ସଫଳ ହୋଇପାରିବ ନାହିଁ ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି, “ଯେଉଁମାନେ ମହାତ୍ମା ଗାନ୍ଧି ଓ ଦେଶର ଅନ୍ୟ ମହାପୁରୁଷଙ୍କୁ ସମ୍ମାନ ଦେଇ ଜାଣି ନାହାନ୍ତି, ସେମାନେ ସୁନାର ବଙ୍ଗଳା ଗଠନ କରିବା କଥା କହୁଛନ୍ତି। ବେଙ୍ଗଲ ପୂର୍ବରୁ ହିଁ ସୁନା ହୋଇ ରହିଛି ଓ ରବୀନ୍ଦ୍ରନାଥ ଟାଗୋର ଏକଥା ଲେଖି ସାରିଛନ୍ତି।

ଆମେ ସମସ୍ତେ ସାଂପ୍ରଦାୟିକ ରାଜନୀତି କରୁଥିବା ବିଜେପି କବଳରୁ ଏହାକୁ ରକ୍ଷା କରିବାକୁ ଏକାଠି ହେବାକୁ ପଡ଼ିବ। ବିସଭା ଭାରତୀରେ ସାଂପ୍ରଦାୟିକ ରାଜନୀତି କରିବାକୁ ପ୍ରଲୋଭିତ କରାଯାଉଥିବା ଘଟଣାକୁ ଦେଖି ମୁଁ ଦୁଃଖିତ। ଭିସଭା ଭାରତୀର କୂଳପତି ବିଜେପିର ରବର ଷ୍ଟାମ୍ପ। ଏହାର କ୍ୟାମ୍ପସ ମଧ୍ୟରେ ବିଭାଜନ ଓ ସାଂପ୍ରଦାୟିକ ରାଜନୀତିକୁ ପ୍ରବେଶ କରାଇ ବିଜେପି ଏହାର ଐତିହ୍ୟକୁ ନଷ୍ଟ କରିବାକୁ ଚାହୁଁଛି।

ବେଙ୍ଗଲ ନିର୍ବାଚନ ଆସୁଛି। ତେଣୁ ପ୍ରତି ସପ୍ତାହରେ ପାଇଭ ଷ୍ଟାର ଫିଷ୍ଟ ଦେଖିବାକୁ ମିଳିବ। ସେମାନେ କିଛି ଆଦିବାସୀ ଭାଇମାନଙ୍କ ଘରେ ଖାଉଥିବା ଦେଖାଇବାକୁ ଚାହିଁବେ। କିନ୍ତୁ ସେମାନେ ଏହାକୁ ଫାଇଭ ଷ୍ଟାର ହୋଟେଲରୁ ମଗାଇବେ। ଆଦିବାସୀ ଭାଇଙ୍କୁ ଅପମାନିତ କରିବାର ଅଧିକାର କାହାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story