ହାଥରସ ପାଇଁ କୋଲକାତାରେ ମମତା ବାନାର୍ଜୀଙ୍କ ବିଶାଳ ଶୋଭାଯାତ୍ରା

କୋଲକାତା: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡ଼ିତାଙ୍କୁ ନ୍ୟାୟ ଓ ଗଣଦୁଷ୍କର୍ମ ଭଳି ଘୃଣ୍ୟ କାମକୁ ବିରୋଧ ବିଶାଳ ପଦଯାତ୍ରା କରିଛନ୍ତି। ଆଜି ଦିନ ୪ଟାରେ ମମତାଙ୍କ ନେତୃତ୍ୱରେ କୋଲକାତାର ବିର୍ଲା ପ୍ଲାନେଟୋରିୟମରୁ ଆରମ୍ଭ ହୋଇଥିବା ପଦଯାତ୍ରା ଗାନ୍ଧି ପ୍ରତିମୂର୍ତ୍ତି ଓ କେନ୍ଦ୍ରୀୟ କୋଲକାତା ଯାଏ ଚାଲିଥିଲା। ଦୀର୍ଘ ୩ କିମି ବାଟ ମମତା ମଧ୍ୟ ପଦଯାତ୍ରା କରିଥିଲେ। ତାଙ୍କ ପଛରେ ଶତାଧିକ […]

hk

hk

Hemant Lenka
  • Published: Saturday, 03 October 2020
  • Updated: 03 October 2020, 05:08 PM IST

Sports

Latest News

କୋଲକାତା: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡ଼ିତାଙ୍କୁ ନ୍ୟାୟ ଓ ଗଣଦୁଷ୍କର୍ମ ଭଳି ଘୃଣ୍ୟ କାମକୁ ବିରୋଧ ବିଶାଳ ପଦଯାତ୍ରା କରିଛନ୍ତି। ଆଜି ଦିନ ୪ଟାରେ ମମତାଙ୍କ ନେତୃତ୍ୱରେ କୋଲକାତାର ବିର୍ଲା ପ୍ଲାନେଟୋରିୟମରୁ ଆରମ୍ଭ ହୋଇଥିବା ପଦଯାତ୍ରା ଗାନ୍ଧି ପ୍ରତିମୂର୍ତ୍ତି ଓ କେନ୍ଦ୍ରୀୟ କୋଲକାତା ଯାଏ ଚାଲିଥିଲା।

ଦୀର୍ଘ ୩ କିମି ବାଟ ମମତା ମଧ୍ୟ ପଦଯାତ୍ରା କରିଥିଲେ। ତାଙ୍କ ପଛରେ ଶତାଧିକ ଲୋକ ଓ ଦଳୀୟ କର୍ମୀ ହାତର ବ୍ୟାନର ଧରି ପଦଯାତ୍ରାରେ ସାମିଲ ହୋଇଥିଲେ। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ ମମତା କେବେ ହେଲେ ରାଜରାସ୍ତାରେ ଏଭଳି ପଦଯାତ୍ରା କରି ନଥିଲେ। କିନ୍ତୁ ଆଜି ପ୍ରଥମ ଥର ପାଇଁ ମମତା ରାସ୍ତାକୁ ଓହ୍ଲାଇଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ମମତାଙ୍କ ପାଇଁ ତାଙ୍କ ସୁରକ୍ଷାକର୍ମୀମାନେ ହ୍ୟୁମାନଚେନ୍‌ ପ୍ରସ୍ତୁତ କରୁଥିଲେ। ସୁରକ୍ଷା ବଳୟ ମଧ୍ୟରେ ମମତା ଚାଲୁଥିବା ବେଳେ ତାଙ୍କ ପଛରେ ଶତାଧିକ ଲୋକ ରହିଥିଲେ।

ଗତକାଲି ଟିଏମସିର ଏକ ପ୍ରତିନିଧି ଦଳ ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଉତ୍ତର ପ୍ରଦେଶ ଯାଇଥିଲା। ହେଲେ ପୁଲିସ୍‌ ସେମାନଙ୍କୁ ଅନୁମତି ଦେଇ ନଥିଲା। ଏହାକୁ ନେଇ ଟିଏମସି ସାଂସଦ ଓ ପୁଲିସ୍‌ଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story