ଶୁଭେନ୍ଦୁ ଅଧିକାରୀଙ୍କୁ ଦେବେ ଚେକ୍‌! ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ। ଆଜି ସେ ନିଜେ ଏହି ସମ୍ପର୍କରେ ଘୋଷଣା କରିଛନ୍ତି। ୨୦୧୬ରେ ଶୁଭେନ୍ଦୁ ଅଧିକାରୀ ଟିଏମସି ଟିକେଟରୁ ଏହି ଆସନରେ ବିଜୟୀ ହୋଇଥିଲେ। ତାଙ୍କୁ ଦଳର ଦ୍ୱିତୀୟ ପାୱାର କରିଡର କୁହାଯାଉଥିଲା। ହେଲେ ନିକଟରେ ସେ ଟିଏମସି ସହ ସବୁ ସମ୍ପର୍କଚ୍ଛିନ୍ନ କରି ବିଜେପିରେ ମିଶିଛନ୍ତି। ଏଥିପାଇଁ ମମତା ନିଜେ ନନ୍ଦିଗ୍ରାମ ଆସନରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମମତା ବର୍ତ୍ତମାନ ଭାୱାନିପୋରେ […]

m

m

Hemant Lenka
  • Published: Monday, 18 January 2021
  • Updated: 18 January 2021, 03:14 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ। ଆଜି ସେ ନିଜେ ଏହି ସମ୍ପର୍କରେ ଘୋଷଣା କରିଛନ୍ତି। ୨୦୧୬ରେ ଶୁଭେନ୍ଦୁ ଅଧିକାରୀ ଟିଏମସି ଟିକେଟରୁ ଏହି ଆସନରେ ବିଜୟୀ ହୋଇଥିଲେ। ତାଙ୍କୁ ଦଳର ଦ୍ୱିତୀୟ ପାୱାର କରିଡର କୁହାଯାଉଥିଲା। ହେଲେ ନିକଟରେ ସେ ଟିଏମସି ସହ ସବୁ ସମ୍ପର୍କଚ୍ଛିନ୍ନ କରି ବିଜେପିରେ ମିଶିଛନ୍ତି। ଏଥିପାଇଁ ମମତା ନିଜେ ନନ୍ଦିଗ୍ରାମ ଆସନରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ମମତା ବର୍ତ୍ତମାନ ଭାୱାନିପୋରେ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ମମତା ଉଭୟ ନନ୍ଦିଗ୍ରାମ ଓ ଭାୱାନିପୋରେରୁ ପ୍ରାର୍ଥୀ ହେବେ। ଆଜି ନନ୍ଦିଗ୍ରାମରେ ଶୋଭାଯାତ୍ରା କରି ମମତା କହିଛନ୍ତି, “ମୁଁ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବି। ନନ୍ଦିଗ୍ରାମ ହେଉଛି ମୋ ଲକି ସ୍ଥାନ। ଦଳର ଯେଉଁ ନେତାମାନେ ବିଜେପିକୁ ଯାଉଛନ୍ତି, ସେଥିରେ ମୁଁ ଆଦୌ ବ୍ୟସ୍ତ ହେଉନାହିଁ।

ସେମାନେ କେବଳ ଲୁଟି ଥିବା ଟଙ୍କାର ସୁରକ୍ଷା ପାଇଁ ବିଜେପିକୁ ଯାଇଛନ୍ତି। ବିଜେପିକୁ କିଛି ଲୋକ ବେଙ୍ଗଲ ବିକ୍ରି କରିବାକୁ ଚାହୁଁଛନ୍ତି। ହେଲେ ଆମେ କେବେ ହେଲେ ଏପରି ହେବାକୁ ଦେବୁନାହିଁ। ଯେଉଁମାନେ ଦଳ ଛାଡ଼ିଛନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା। ସେମାନେ ଦେଶର ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ବନନ୍ତୁ।

ମୁଁ ଯେଉଁ ପର୍ଯ୍ୟନ୍ତ ବଞ୍ଚିଛି ସେ ଯାଏ ମୋ ରାଜ୍ୟକୁ ବିଜେପିକୁ ବିକ୍ରି କରିବାକୁ ଦେବି ନାହିଁ। ମୁଁ ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ଓ ଭାୱାନିପୋରେରୁ ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରିବି। ଯଦି ମୁଁ ଭାୱାନିପୋରେରୁ ପ୍ରାର୍ଥୀ ହୋଇ ପାରିବି ନାହିଁ, ତା’ହେଲେ ମୋ ବଦଳରେ ସେଠାରେ ଆଉ କିଏ ପ୍ରାର୍ଥୀ ହେବ।”

ନନ୍ଦିଗ୍ରାମରେ ମମତା ଚାଷୀଙ୍କ ଜମି ପାଇଁ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ହିଁ ତାଙ୍କୁ ୨୦୧୧ରେ କ୍ଷମତା ଦଖଲ କରିବାର ସୁଯୋଗ ଦେଇଥିଲା। ବାମ ଦଳକୁ ହରାଇ ଟିଏମସି ୨୦୧୧ରୁ ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିଥିଲା। ୨୦୦୭ରେ ପଶ୍ଚିମବଙ୍ଗର କ୍ଷମତାସୀନ ବାମଦଳ ଏସଇଜେଡ୍‌ ପ୍ରକଳ୍ପକୁ ଅନୁମତି ଦେଇଥିଲା। ଏହାକୁ ନେଇ ନନ୍ଦିଗ୍ରାମରେ ଜନଅସନ୍ତୋଷ ଦେଖା ଯାଇଥିଲା। ସ୍ଥିତି ଏପରି ହୋଇଥିବା ଯେ ପୁଲିସ୍‌ ସହ ମୁହାଁମୁହିଁ ବେଳେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ଟିଏମସି ମା’ ମାଟି ଓ ମନୁଷର ନାରା ଦେଇ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲା। ଶେଷରେ ୨୦୧୧ରେ ଦଳକୁ ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ସୁଯୋଗ ମିଳିଥିଲା। ନନ୍ଦିଗ୍ରାମକୁ ଟିଏମସିର ଗଡ଼ ବୋଲି ମଧ୍ୟ କୁହାଯାଏ। ଶୁଭେନ୍ଦୁ ଅଧିକାରୀ କ୍ରମାଗତ ଭାବେ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ। ଏବେ ସେ ବିଜେପିକୁ ଚାଲି ଯାଇଥିବାରୁ ମମତା ନନ୍ଦିଗ୍ରାମରେ ନିଜ ଲଢ଼ି ତାଙ୍କୁ ଚେକ୍‌ ଦେବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story