ଡାକ୍ତରଙ୍କ ଆନ୍ଦୋଳନରେ ମମତାଙ୍କ ପୁତୁରା

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ଏବେ ସମଗ୍ର ଦେଶକୁ ବ୍ୟାପିବାରେ ଲାଗିଛି। ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ୪ ଦିନ ତଳେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏହି ଆନ୍ଦୋଳନ କରାଯାଉଥିବା ବେଳେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆଜି ଡାକ୍ତରଙ୍କ ଆନ୍ଦୋଳନରେ ଖୋଦ ମମତାଙ୍କ ପୁତୁରା ଅବେଶ ବାନାର୍ଜୀ ସାମିଲ ହୋଇଛନ୍ତି। ସେ ଜଣେ ମେଡିକାଲ ଛାତ୍ର ହୋଇଥିବାରୁ […]

wq

wq

Hemant Lenka
  • Published: Friday, 14 June 2019
  • Updated: 14 June 2019, 05:01 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ଏବେ ସମଗ୍ର ଦେଶକୁ ବ୍ୟାପିବାରେ ଲାଗିଛି। ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ୪ ଦିନ ତଳେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏହି ଆନ୍ଦୋଳନ କରାଯାଉଥିବା ବେଳେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି।

ଆଜି ଡାକ୍ତରଙ୍କ ଆନ୍ଦୋଳନରେ ଖୋଦ ମମତାଙ୍କ ପୁତୁରା ଅବେଶ ବାନାର୍ଜୀ ସାମିଲ ହୋଇଛନ୍ତି। ସେ ଜଣେ ମେଡିକାଲ ଛାତ୍ର ହୋଇଥିବାରୁ ଅନ୍ୟମାନଙ୍କ ଭଳି ସେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କେପିସି ମେଡିକାଲ କଲେଜ୍‌ର ସଭାପତି ଥିବା ଅବେଶ ବାନାର୍ଜୀ ଆଜି ଆନ୍ଦୋଳନରେ ସାମିଲ ହୋଇ ଏକ ପୋଷ୍ଟର ଧରିଥିଲେ। ଯେଉଁଥିରେ ଲେଖାଯାଇଥିଲା ଯେ “ଆପଣମାନେ ଆମକୁ ଭଗବାନ ବୋଲି କହୁଛନ୍ତି। ହେଲେ ଆପଣ ମାନେ କାହିଁକି ଆମକୁ କୁକୁରଙ୍କ ଭଳି ବ୍ୟବହାର କରୁଛନ୍ତି।”

କେପିସି ହସ୍ପିଟାଲ୍‌ରେ ହିଁ ଅବେଶ ଏଭଳି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ କୋଲକତା ମେୟର ଫିରହାଦ ହକିମଙ୍କ ଝିଅ ମଧ୍ୟ ସରକାର ଡାକ୍ତରଙ୍କ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କହିଥିଲେ। ଶାବାବ ହକିମ ପେସାରେ ଜଣେ ଡାକ୍ତର। ସେ କହିଛନ୍ତି, “କ’ଣ ପାଇଁ ଏବେ ବି ହସ୍ପିଟାଲ୍‌ ବାହାରେ ଗୁଣ୍ଡାମାନେ ବୁଲୁଛନ୍ତି ଓ ଡାକ୍ତରମାନଙ୍କୁ ମାଡ଼ ମାରୁଛନ୍ତି? ମୁଁ ଜଣେ ଟିଏମସି ସମର୍ଥକ। ହେଲେ ଏହି ଘଟଣାରେ ଟିଏମସି ନେତାଙ୍କ ଅହେତୁକ ନିରବତା ମୋତେ ଆଶ୍ଚର୍ଯ୍ୟ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story