ପୁଣି ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ

ଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ପୁଣି ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଥିବା ଠାବ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ସେନା ପକ୍ଷରୁ ମାନେସର ଠାରେ ଥିବା ସ୍ୱତନ୍ତ୍ର ୱାର୍ଡରେ ରହିଥିଲେ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ନିକଟରେ ବ୍ୟକ୍ତି ଜଣଙ୍କ ଇଟାଲୀରୁ ଫେରିଥିଲେ। ସେବେଠାରୁ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଥିଲା। ଏବେ ସେ କରୋନା ଆକ୍ରାନ୍ତ ହୋଇଥିବା […]

e

e

Hemant Lenka
  • Published: Friday, 13 March 2020
  • Updated: 13 March 2020, 04:27 PM IST

Sports

Latest News

ଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ପୁଣି ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଥିବା ଠାବ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ସେନା ପକ୍ଷରୁ ମାନେସର ଠାରେ ଥିବା ସ୍ୱତନ୍ତ୍ର ୱାର୍ଡରେ ରହିଥିଲେ।

ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ନିକଟରେ ବ୍ୟକ୍ତି ଜଣଙ୍କ ଇଟାଲୀରୁ ଫେରିଥିଲେ। ସେବେଠାରୁ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଥିଲା। ଏବେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ବ୍ୟକ୍ତି ଜଣଙ୍କ ଇଟାଲୀରେ ଥିବା ଏକ ରେଷ୍ଟୁରାଣ୍ଟରେ ଦୀର୍ଘ ୧୪ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଥିବା ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story