ଛାତ କଣା କରି ଖସିଲା ଉଲ୍‌କା ପିଣ୍ଡ, କୋଟିପତି ହୋଇଗଲେ ଯୁବକ

ଜାକାର୍ତ୍ତା: ରାତାରାତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି ଉପରବାଲା। ସେ ସାଧାରଣ ଲୋକରୁ ରାତିକ ଭିତରେ ବନି ଯାଇଛନ୍ତି କୋଟିପତି। ଆପଣ ଏକଥା ପଢ଼ି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ହେଲେ ବାସ୍ତବରେ ଏମିତି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଛାତ ଭାଙ୍ଗି ଗୋଟିଏ ବଡ଼ ଉଲକା ପିଣ୍ଡ ଘର ଭିତରେ ଖସି ପଡ଼ିଥିଲା। ଏହାପରେ ସେ ଏହାକୁ ବିକ୍ରି କରି ପ୍ରାୟ ୧୦ କୋଟି ଟଙ୍କା ଆୟ କରିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ […]

das

das

Hemant Lenka
  • Published: Thursday, 19 November 2020
  • Updated: 19 November 2020, 06:52 PM IST

ଜାକାର୍ତ୍ତା: ରାତାରାତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି ଉପରବାଲା। ସେ ସାଧାରଣ ଲୋକରୁ ରାତିକ ଭିତରେ ବନି ଯାଇଛନ୍ତି କୋଟିପତି। ଆପଣ ଏକଥା ପଢ଼ି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ହେଲେ ବାସ୍ତବରେ ଏମିତି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି।

ଏଠାରେ ଜଣେ ବ୍ୟକ୍ତିଙ୍କ ଛାତ ଭାଙ୍ଗି ଗୋଟିଏ ବଡ଼ ଉଲକା ପିଣ୍ଡ ଘର ଭିତରେ ଖସି ପଡ଼ିଥିଲା। ଏହାପରେ ସେ ଏହାକୁ ବିକ୍ରି କରି ପ୍ରାୟ ୧୦ କୋଟି ଟଙ୍କା ଆୟ କରିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ନାଁ ଜୋସୁଆ ହୁତାଗଲଙ୍ଗୁ। ୩୩ ବର୍ଷୀୟ ଜୋସୁଆ କଫିନ ନିର୍ମାଣ କରି ପରିବାର ଭରଣପୋଷଣ କରନ୍ତି।

ତେବେ ସେ ଗୋଟିଏ ଦିନ ଘର ପାଖରେ କାମ କରୁଥିବା ବେଳେ ହଠାତ୍‌ ଗୋଟିଏ ପଥର ଆକୃତିର ବିରାଟ ଖଣ୍ଡ ତାଙ୍କ ଛାତ କଣା କରି ଖସି ପଡ଼ିଥିଲା। ଏହି ବିରାଟ ପଥର ଖଣ୍ଡର ଓଜନ ପ୍ରାୟ ୨.୧ କେଜି ହେବ। ଏହାକୁ ସେ ସଂଗ୍ରହ କରି ପଡ଼ୋଶୀଙ୍କୁ ଜଣାଇଥିଲେ। ଏହି ସମୟରେ ଏହା ଉଲକାପିଣ୍ଡ ବୋଲି ଜଣାପଡ଼ିଥିଲା।

ଏହି ଉଲକା ପିଣ୍ଡଟି ୪.୫ ବିଲିୟନ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଜୋସୁଆ ଏହାକୁ ୧ ମିଲିୟନ ପାଉଣ୍ଡ ବା ପ୍ରାୟ ୯.୮ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଉଲକାପିଣ୍ଡ ତାଙ୍କ ଘର ବାରଣ୍ଡାରେ ଖସିଥିବାରୁ ଜୋସୁଆଙ୍କ ଛାତରେ ବଡ଼ କଣା ହୋଇଯାଇଛି ଓ ଏହା ପଡ଼ିଥିବା ଚଟାଣରେ ୧୫ ସେଣ୍ଟିମିଟର ଯାଏ ଗର୍ତ୍ତ ହୋଇଯାଇଛି।

ଉଲକା ପିଣ୍ଡ ଖସିପଡ଼ିବା ପରେ ଏହା ମାଟି ତଳେ ପୋତି ହୋଇ ଯାଇଥିଲା। ଜୋସୁଆ ଏହାକୁ ମାଟି ଖୋଳି ବାହାର କରିଥିଲେ। ଉଲକା ପିଣ୍ଡ ପଡ଼ିବା ବେଳେ ବେଶ ଗରମ ଥିଲା। କିନ୍ତୁ କିଛି ସମୟ ପରେ ଏହା ଥଣ୍ଡା ହୋଇଯାଇଥିଲା। ସେହିପରି ଏହା ପଡ଼ିବା ସମୟରେ ଜୋରରେ ଶବ୍ଦ ହୋଇଥିଲା ଓ ଘରର କିଛି ଅଂଶ ଥରିବାକୁ ଲାଗିଥିଲା ବୋଲି ଜୋସୁଆ କହିଛନ୍ତି।

ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଉଲକା ପିଣ୍ଡ ବହୁତ କମ ଦେଖିବାକୁ ମିଳେ। ଏକ ଗ୍ରାମ ପିଛା ଏହାର ମୂଲ୍ୟ ପ୍ରାୟ ୬୪୫ ପାଉଣ୍ଡ ବା ୬୩ ହଜାର ଟଙ୍କା ହେବ ହେବ। ଜୋସୁଆ ଏହାକୁ ଆମେରିକାର ଜାରେଡ କୋଲିନ୍ସଙ୍କୁ ବିକ୍ରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story