ଚଳନ୍ତା ପୁଲିସ୍‌ ଭ୍ୟାନ୍‌ ଉପରେ ପୁଶଅପ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଭ୍ୟାନ୍‌ ଉପରେ ଖୋଲା ଦେହରେ ଜଣେ ବ୍ୟକ୍ତି ବିପଦଜ୍ଜନକ ଷ୍ଟଣ୍ଡ କରୁଥିବା ବେଳର ଏକ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଖୋଲା ଦେହରେ ଥିବା ଜଣେ ବ୍ୟକ୍ତି ଚଳନ୍ତା ପୁଲିସ୍‌ ଭ୍ୟାନ୍‌ରୁ ବାହାରି ତୁରନ୍ତ ଏହା ଉପରକୁ ଚଢ଼ି ଯାଉଛନ୍ତି। ଏହାପରେ ସେ ଉକ୍ତ ଚଳନ୍ତା ଭ୍ୟାନ୍‌ ଉପରେ ଅତ୍ୟନ୍ତ ବିପଦଜ୍ଜନକ ଢଙ୍ଗରେ ପୁଶଅପ୍‌ ମାରୁଛନ୍ତି। ଗାଡ଼ିଟି ବିନା ଡ୍ରାଇଭର୍‌ରେ ଆଗକୁ ଗଡ଼ୁଥିବା ବେଳେ ପୁଣିଥରେ ବ୍ୟକ୍ତି ଜଣଙ୍କ ତଳକୁ […]

wa

wa

Hemant Lenka
  • Published: Thursday, 27 June 2019
  • Updated: 27 June 2019, 10:51 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଭ୍ୟାନ୍‌ ଉପରେ ଖୋଲା ଦେହରେ ଜଣେ ବ୍ୟକ୍ତି ବିପଦଜ୍ଜନକ ଷ୍ଟଣ୍ଡ କରୁଥିବା ବେଳର ଏକ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଖୋଲା ଦେହରେ ଥିବା ଜଣେ ବ୍ୟକ୍ତି ଚଳନ୍ତା ପୁଲିସ୍‌ ଭ୍ୟାନ୍‌ରୁ ବାହାରି ତୁରନ୍ତ ଏହା ଉପରକୁ ଚଢ଼ି ଯାଉଛନ୍ତି।

ଏହାପରେ ସେ ଉକ୍ତ ଚଳନ୍ତା ଭ୍ୟାନ୍‌ ଉପରେ ଅତ୍ୟନ୍ତ ବିପଦଜ୍ଜନକ ଢଙ୍ଗରେ ପୁଶଅପ୍‌ ମାରୁଛନ୍ତି। ଗାଡ଼ିଟି ବିନା ଡ୍ରାଇଭର୍‌ରେ ଆଗକୁ ଗଡ଼ୁଥିବା ବେଳେ ପୁଣିଥରେ ବ୍ୟକ୍ତି ଜଣଙ୍କ ତଳକୁ ଓହ୍ଲାଇ ଗାଡ଼ିରେ ବସୁଥିବା ଦେଖିବାକୁ ମିଳିଛି।

ପୁଲିସ୍‌ ଭ୍ୟାନ୍‌ ଉପରେ ଯେଉଁଭଳି ସାଇରନ୍‌ ବା ଲାଇଟ୍‌ ଲାଗିଥାଏ, ଉକ୍ତ ଉକ୍ତ ଭ୍ୟାନ୍‌ ଉପରେ ମଧ୍ୟ ଅନୁରୂପ ସାଇରନ୍‌ ଓ ଲାଇଟ୍‌ ଲାଗିଛି। ସେହିପରି ଗାଡ଼ିଟିର ବନେଟ୍‌ ଉପରେ ଦିଲ୍ଲୀ ପୁଲିସ୍‌ର ଲୋଗ ରହିଛି।

ପୁଲିସ୍‌ କହିଛି ଯେ ଏହି ଗାଡ଼ିଟି ଜଣେ ଘରୋଇ କଣ୍ଟ୍ରାକ୍ଟରଙ୍କର। କିଛି ଦଳରେ ଦିଲ୍ଲୀ ପୁଲିସ୍‌ ଏହାକୁ ଭଡ଼ାରେ ଆଣିଥିଲା। ପୁଶଅପ ମାରୁଥିବା ବ୍ୟକ୍ତି ଜଣଙ୍କ ପୁଲିସ୍‌ ଅଧିକାରୀ ନୁହନ୍ତ ବରଂ ଉକ୍ତ ଘରୋଇ କଣ୍ଟ୍ରାକ୍ଟରଙ୍କ ବନ୍ଧୁ। ପୁଲିସ୍‌ ଏହି ଘଟଣାରେ ଘରୋଇ କଣ୍ଟ୍ରାକ୍ଟରଙ୍କୁ ନୋଟିସ୍‌ କରିଛି।

ଦେଖନ୍ତୁ ଭିଡିଓ

https://twitter.com/i/status/1143759488580591618

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story