ଛୁରି ଧରି ଥାନାରେ ପଶିଲେ, କାନ୍ଦି କାନ୍ଦି ବାହାରିଲେ: ଜାଣନ୍ତୁ କ'ଣ ଘଟିଲା ମଝିରେ

ନୂଆଦିଲ୍ଲୀ: ରାଗ ଗରଗର ହୋଇ ହଠାତ୍ ଥାନାରେ ଛୁରି ଧରି ପଶିଗଲେ ଜଣେ ଦୁର୍ବୃତ୍ତ। ଛୁରି ଭୁସିଦେବାକୁ ଧମକାଇଲେ ପୋଲିସ ବାବୁଙ୍କୁ। ପୋଲିସ ବାବୁ ବି ଭୟରେ ଥରହର। କାଳେ ସେ ଛୁରି  ଭୁସିଦେବ ସେଥିପାଇଁ ଥାନା ବାବୁ ଏମିତି କିଛି କଲେ ଶେଷରେ ସେଇ ଦୁର୍ବୃତ୍ତ ଜଣକ କିଛି ସମୟ ପରେ କାନ୍ଦି କାନ୍ଦି ପୋଲିସ ବାବୁଙ୍କୁ ଧରାଇ ଦେଲେ ଛୁରି। ହାତ ଯୋଡି କ୍ଷମା ବି ମାଗିଲେ। ପୁରା ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି […]

viral video 1

viral video 1

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 11:11 PM IST

Sports

Latest News

ନୂଆଦିଲ୍ଲୀ: ରାଗ ଗରଗର ହୋଇ ହଠାତ୍ ଥାନାରେ ଛୁରି ଧରି ପଶିଗଲେ ଜଣେ ଦୁର୍ବୃତ୍ତ। ଛୁରି ଭୁସିଦେବାକୁ ଧମକାଇଲେ ପୋଲିସ ବାବୁଙ୍କୁ। ପୋଲିସ ବାବୁ ବି ଭୟରେ ଥରହର। କାଳେ ସେ ଛୁରି  ଭୁସିଦେବ ସେଥିପାଇଁ ଥାନା ବାବୁ ଏମିତି କିଛି କଲେ ଶେଷରେ ସେଇ ଦୁର୍ବୃତ୍ତ ଜଣକ କିଛି ସମୟ ପରେ କାନ୍ଦି କାନ୍ଦି ପୋଲିସ ବାବୁଙ୍କୁ ଧରାଇ ଦେଲେ ଛୁରି। ହାତ ଯୋଡି କ୍ଷମା ବି ମାଗିଲେ। ପୁରା ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ଘଟଣା କମେଡି ସିନ୍ ପରି ଲାଗୁଥିଲା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସତ ଘଟଣା..

ଏଭଳି ଘଟଣା ଘଟିଛି ବ୍ୟାଙ୍କକ୍‌ର ହୁଏ କ୍ୱଂ ପୋଲିସ ଷ୍ଟେସନରେ। ସେଠାରେ ଜଣେ ଦୃର୍ବୃତ୍ତ ହଠାତ୍ ଏକ ଛୁରି ଧରି ଥାନା ଭିତରକୁ ଆସି ସମସ୍ତଙ୍କୁ ମାରିଦେବାକୁ ଧମକ ଦେଲା। ଏହି ଦୁର୍ବୃତ୍ତକୁ କିପରି କାବୁ କରାଯିବ କିଛି ବୁଝି ପାରୁନଥିଲା ପୋଲିସ। ପରେ ସେହି ଥାନାରେ ‘ଅନିରୁଟ ମାଲି’ ନାମକ ଜଣେ ପୋଲିସ ଦୁର୍ବୃତ୍ତଙ୍କୁ ଚତୁରତାର ସହ ପ୍ରଶଂସା କରିଥିଲେ।  ଛୁରି ପୋଲିସ ହାତକୁ ଦେବା ପାଇଁ ସେ ଦୁର୍ବୃତ୍ତଙ୍କୁ ବୁଝାଇଥିଲେ।  ପରେ ଦୁର୍ବୃତ୍ତ ଜଣକ କାନ୍ଦି କାନ୍ଦି ପୋଲିସ ବାବୁଙ୍କ ହାତରେ ଛୁରି ଧରାଇ ଦେଇଥିଲେ। ପରେ ପୋଲିସ ବାବୁ ଜଣକ ତାଙ୍କୁ କୁଣ୍ଢାଇ ପକାଇଥିଲେ।

courtesy-ndtv

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story