ଛୁରି ଧରି ଥାନାରେ ପଶିଲେ, କାନ୍ଦି କାନ୍ଦି ବାହାରିଲେ: ଜାଣନ୍ତୁ କ’ଣ ଘଟିଲା ମଝିରେ

ନୂଆଦିଲ୍ଲୀ: ରାଗ ଗରଗର ହୋଇ ହଠାତ୍ ଥାନାରେ ଛୁରି ଧରି ପଶିଗଲେ ଜଣେ ଦୁର୍ବୃତ୍ତ। ଛୁରି ଭୁସିଦେବାକୁ ଧମକାଇଲେ ପୋଲିସ ବାବୁଙ୍କୁ। ପୋଲିସ ବାବୁ ବି ଭୟରେ ଥରହର। କାଳେ ସେ ଛୁରି  ଭୁସିଦେବ ସେଥିପାଇଁ ଥାନା ବାବୁ ଏମିତି କିଛି କଲେ ଶେଷରେ ସେଇ ଦୁର୍ବୃତ୍ତ ଜଣକ କିଛି ସମୟ ପରେ କାନ୍ଦି କାନ୍ଦି ପୋଲିସ ବାବୁଙ୍କୁ ଧରାଇ ଦେଲେ ଛୁରି। ହାତ ଯୋଡି କ୍ଷମା ବି ମାଗିଲେ। ପୁରା ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ଘଟଣା କମେଡି ସିନ୍ ପରି ଲାଗୁଥିଲା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସତ ଘଟଣା..

ଏଭଳି ଘଟଣା ଘଟିଛି ବ୍ୟାଙ୍କକ୍‌ର ହୁଏ କ୍ୱଂ ପୋଲିସ ଷ୍ଟେସନରେ। ସେଠାରେ ଜଣେ ଦୃର୍ବୃତ୍ତ ହଠାତ୍ ଏକ ଛୁରି ଧରି ଥାନା ଭିତରକୁ ଆସି ସମସ୍ତଙ୍କୁ ମାରିଦେବାକୁ ଧମକ ଦେଲା। ଏହି ଦୁର୍ବୃତ୍ତକୁ କିପରି କାବୁ କରାଯିବ କିଛି ବୁଝି ପାରୁନଥିଲା ପୋଲିସ। ପରେ ସେହି ଥାନାରେ ‘ଅନିରୁଟ ମାଲି’ ନାମକ ଜଣେ ପୋଲିସ ଦୁର୍ବୃତ୍ତଙ୍କୁ ଚତୁରତାର ସହ ପ୍ରଶଂସା କରିଥିଲେ।  ଛୁରି ପୋଲିସ ହାତକୁ ଦେବା ପାଇଁ ସେ ଦୁର୍ବୃତ୍ତଙ୍କୁ ବୁଝାଇଥିଲେ।  ପରେ ଦୁର୍ବୃତ୍ତ ଜଣକ କାନ୍ଦି କାନ୍ଦି ପୋଲିସ ବାବୁଙ୍କ ହାତରେ ଛୁରି ଧରାଇ ଦେଇଥିଲେ। ପରେ ପୋଲିସ ବାବୁ ଜଣକ ତାଙ୍କୁ କୁଣ୍ଢାଇ ପକାଇଥିଲେ।

courtesy-ndtv

ଆହୁରି ପଢ଼ନ୍ତୁ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ମାସ୍କ ଓ ସାନିଟାଇଜର

କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଚାଇନାରେ ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଲୁଚି ରହିଥିଲା କରୋନା!

ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି

ଟିକ୍‌ଟକ ସହ ସମସ୍ତ ଚାଇନିଜ ଆପକୁ ବ୍ୟାନ୍‌ କରିବ ଆମେରିକା

୧୯୬୨ ଭଳି ଧୋକା ଦେବ କି ଚାଇନା, ପୂରା ରାତି ବାୟୁସେନାର ଅପରେସନ