ବିଧାନସଭା ଟଏଲେଟ୍‌ରୁ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଧାନସଭା ଟଏଲେଟ୍‌ରୁ ଜଣେ ଅଜଣା ଲୋକର ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ବେକ୍‌କୁ ବ୍ଲେଡ୍‌ରେ କଟାଯାଇ ହତ୍ୟା କରାଯାଇଥିବା କୁହାଯାଉଛି। ଆଉ ଏକ ରିପୋର୍ଟରେ ବ୍ୟକ୍ତି ଜଣଙ୍କ ନିଜେ ହିଁ ବିଧାନସଭା ଟଏଲେଟ୍‌ ମଧ୍ୟରେ ଆତ୍ମହତ୍ୟା କରିଥିବା କୁହାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଟିକୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲା। ପୁଲିସ୍‌ ଏବେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

wew

Hemant Lenka
  • Published: Monday, 24 June 2019
  • , Updated: 24 June 2019, 07:57 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଧାନସଭା ଟଏଲେଟ୍‌ରୁ ଜଣେ ଅଜଣା ଲୋକର ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ବେକ୍‌କୁ ବ୍ଲେଡ୍‌ରେ କଟାଯାଇ ହତ୍ୟା କରାଯାଇଥିବା କୁହାଯାଉଛି।

ଆଉ ଏକ ରିପୋର୍ଟରେ ବ୍ୟକ୍ତି ଜଣଙ୍କ ନିଜେ ହିଁ ବିଧାନସଭା ଟଏଲେଟ୍‌ ମଧ୍ୟରେ ଆତ୍ମହତ୍ୟା କରିଥିବା କୁହାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଟିକୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲା। ପୁଲିସ୍‌ ଏବେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story