ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଚାଷୀଙ୍କ ବିଷୟରେ କହିଲେ ମୋଦି

ନୂଆଦିଲ୍ଲୀ: ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଚାଷୀଙ୍କ କଥା  ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦେଖି ଏ ବର୍ଷର ବଜେଟରେ ଏକ ବଡ଼ ନିଷ୍ପତ୍ତି ନିଅାଯାଇଛି। ଯାହା ଦ୍ୱାରା ଚାଷୀଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ।  କୌଣସି କୃଷିଜାତ ଦ୍ରବ୍ୟର MSP ଖର୍ଚ୍ଚର ପ୍ରାୟ ଦେଢ଼ ଗୁଣ ହେବ ବୋଲି ମୋଦି କହିଛନ୍ତି । ମହାତ୍ମା ଗାନ୍ଧି, ଲାଲ ବାହାଦୂର ଶାସ୍ତ୍ରୀ, ରାମ ମନୋହର ଲୋହିଅାଙ୍କ ପରି ଜନନାୟକ କିପରି ଚାଷୀଙ୍କ ସ୍ବାର୍ଥକୁ […]

mann-ki-baat2

mann-ki-baat2

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 10:07 PM IST

Sports

Latest News

ନୂଆଦିଲ୍ଲୀ: ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଚାଷୀଙ୍କ କଥା  ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦେଖି ଏ ବର୍ଷର ବଜେଟରେ ଏକ ବଡ଼ ନିଷ୍ପତ୍ତି ନିଅାଯାଇଛି। ଯାହା ଦ୍ୱାରା ଚାଷୀଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ।  କୌଣସି କୃଷିଜାତ ଦ୍ରବ୍ୟର MSP ଖର୍ଚ୍ଚର ପ୍ରାୟ ଦେଢ଼ ଗୁଣ ହେବ ବୋଲି ମୋଦି କହିଛନ୍ତି । ମହାତ୍ମା ଗାନ୍ଧି, ଲାଲ ବାହାଦୂର ଶାସ୍ତ୍ରୀ, ରାମ ମନୋହର ଲୋହିଅାଙ୍କ ପରି ଜନନାୟକ କିପରି ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିଲେ ତାହା ମଧ୍ୟ ମୋଦି ମନେପକାଇଥିଲେ । ଏହା ସହିତ ସ୍ବଚ୍ଛ ଭାରତ ଓ ସୁସ୍ଥ ଭାରତ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି । ସମସ୍ତଙ୍କୁ ସୁବିଧାରେ ଓ ସୁଲଭ ମୂଲ୍ୟରେ ସ୍ବାସ୍ଥ୍ୟସେବା ମିଳିବା ଉଚିତ।  ଫିଟ୍ ଇଣ୍ଡିଅା ପାଇଁ ଯୁବପୀଢ଼ିକୁ ମୋଦି ଅାହ୍ବାନ ଦେଇଛନ୍ତି।  ଡକ୍ଟର ଅାମ୍ବେଦକରଙ୍କ ଶିଳ୍ପାୟନ ସ୍ବପ୍ନକୁ ସରକାର ପୂରଣ କରିବା ଲାଗି ଅନେକ ପଦକ୍ଷେପ ନେଉଥିବା କଥା ମଧ୍ୟ ମୋଦି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story