ସେନା କଥା କୁହେ ନାହିଁ, ପରାକ୍ରମ ଦେଖାଏ:  ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍‌’ ଜରିଆରେ  ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ମୋଦି ତାଙ୍କ ଭାଷଣ କାଶ୍ମୀର ପ୍ରସଙ୍ଗରୁ ଆରମ୍ଭ କରିଥିଲେ।  କାଶ୍ମୀର ଲୋକେ ଏବେ ଶାନ୍ତି ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି। ଉରୀ ଆକ୍ରମଣ ନେଇ ମୋଦି କହିଛନ୍ତି,“ଏହି ଘଟଣାକୁ ନେଇ ସାରା ଦେଶର ଲୋକେ ଶୋକ ପ୍ରକାଶ କରିଛନ୍ତି। ଏହି ଆକ୍ରମଣରେ କିଏ ପୁଅକୁ ହରାଇଛି ତ ଆଉ କିଏ ସବୁ ଦିନ ପାଇଁ ଭାଇ ଓ ସ୍ୱାମୀକୁ ହରାଇଛି। […]

modi

modi

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 02:53 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍‌’ ଜରିଆରେ  ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ମୋଦି ତାଙ୍କ ଭାଷଣ କାଶ୍ମୀର ପ୍ରସଙ୍ଗରୁ ଆରମ୍ଭ କରିଥିଲେ।  କାଶ୍ମୀର ଲୋକେ ଏବେ ଶାନ୍ତି ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି।

ଉରୀ ଆକ୍ରମଣ ନେଇ ମୋଦି କହିଛନ୍ତି,“ଏହି ଘଟଣାକୁ ନେଇ ସାରା ଦେଶର ଲୋକେ ଶୋକ ପ୍ରକାଶ କରିଛନ୍ତି। ଏହି ଆକ୍ରମଣରେ କିଏ ପୁଅକୁ ହରାଇଛି ତ ଆଉ କିଏ ସବୁ ଦିନ ପାଇଁ ଭାଇ ଓ ସ୍ୱାମୀକୁ ହରାଇଛି। ଏହା ଦ୍ୱାରା କେବଳ ଏହି ପରିବାର ଗୁଡ଼ିକର କ୍ଷତି ହୋଇ ନାହିଁ, ପୂରା ରାଷ୍ଟ୍ରର କ୍ଷତି ହୋଇଛି । ତେଣୁ ମୁଁ ଆଜି ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ଦୋଷୀଙ୍କୁ ଯାହା ହେଲେ ବି ଦଣ୍ଡ ଦିଆଯିବ।”

ମୋଦି ସେନାଙ୍କୁ ଭରସା ଦେଇ କହିଛନ୍ତି,“ଭାରତୀୟ ସେନାକୁ ନେଇ ମୁଁ ଗର୍ବ କରେ।  ସାଧାରଣ ଲୋକେ ଓ ରାଜନେତାଙ୍କୁ କହିବାକୁ ଅନେକ  ସୁଯୋଗ ମିଳିଥାଏ। କିନ୍ତୁ  ସେନା  କଥା ନ କହି ପରାକ୍ରମ ଦେଖାଇଥାଏ।”

ଏହାସହିତ ସେ ପାରାଅଲିମ୍ପିକରେ ଦିବ୍ୟାଙ୍ଗ ଖେଳାଳିଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,“ ଏହି ଖେଳାଳିଙ୍କ ପ୍ରଦର୍ଶନ ଦିବ୍ୟାଙ୍ଗଙ୍କ ପ୍ରତି ଥିବା ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story