ବାହାଘରର ୩ ମାସ ପରେ ଜ୍ୱାଇଁଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକ

କୋଚି: ନିଜ ଝିଅ ମଥାର ସିନ୍ଦୂର ପୋଛି ଦେଇଛନ୍ତି ପରିବାର ଲୋକ। ବାହାଘରର ୩ ମାସ ପରେ ଝିଅର ସ୍ୱାମୀଙ୍କୁ ତାଙ୍କରି ପରିବାର ଲୋକ ମାଡ଼ ମାରି ହତ୍ୟା କରିଛନ୍ତି। କେରଳର ପାଲାକ୍କଡ ଜିଲ୍ଲାରେ ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟା ଘଟଣାରେ ପୁଲିସ୍‌ ଶ୍ୱଶୁର ଘର ପରିବାରର ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ କହିଛି ଯେ ମୃତକ […]

da

da

Hemant Lenka
  • Published: Saturday, 26 December 2020
  • Updated: 26 December 2020, 12:15 PM IST

Sports

Latest News

କୋଚି: ନିଜ ଝିଅ ମଥାର ସିନ୍ଦୂର ପୋଛି ଦେଇଛନ୍ତି ପରିବାର ଲୋକ। ବାହାଘରର ୩ ମାସ ପରେ ଝିଅର ସ୍ୱାମୀଙ୍କୁ ତାଙ୍କରି ପରିବାର ଲୋକ ମାଡ଼ ମାରି ହତ୍ୟା କରିଛନ୍ତି। କେରଳର ପାଲାକ୍କଡ ଜିଲ୍ଲାରେ ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏହି ହତ୍ୟା ଘଟଣାରେ ପୁଲିସ୍‌ ଶ୍ୱଶୁର ଘର ପରିବାରର ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ କହିଛି ଯେ ମୃତକ ଜଣଙ୍କ ହେଉଛନ୍ତି ୨୭ ବର୍ଷୀୟ ଅନୀଶ। କାମରୁ ଫେରୁଥିବା ବେଳେ ଥେନକୁରିସି ଠାରେ ଅନୀଶଙ୍କୁ ତାଙ୍କ ଶ୍ୱଶୁର ଓ ଦାଦା ଆକ୍ରମଣ କରିଥିଲେ।

ଅନୀଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଏହି ଘଟଣାରେ ଅନୀଶଙ୍କ ଶ୍ୱଶୁର ପ୍ରଭୁ କୁମାର ଓ ତାଙ୍କ ପତ୍ନୀଙ୍କ ଦାଦା ସୁରେଶଙ୍କୁ ଗିରଫ କରିଛି।

ପ୍ରଭୁ କୁମାରଙ୍କ ଝିଅ ମୀରା (ଛଦ୍ମନାମ)ଙ୍କୁ ଅନୀଶ ପ୍ରେମ କରୁଥିଲେ। ତେବେ ଏହାକୁ ପ୍ରଭୁ କୁମାରଙ୍କ ପରିବାର ଲୋକ ଗ୍ରହଣ କରି ନଥିଲେ। ବାରମ୍ବାର ବିରୋଧ ସତ୍ତ୍ୱେ ଅନୀଶ ଓ ମୀରା ପରସ୍ପରକୁ ୩ ମାସ ତଳେ ବିବାହ କରିଥିଲେ। ବାହାଘର ପରେ ମଧ୍ୟ ଅନୀଶ ଓ ମୀରାଙ୍କୁ ପ୍ରଭୁ କୁମାର ଗ୍ରହଣ କରି ନଥିଲେ।

ଅନେକ ସମୟରେ ସେ ଦମ୍ପତିଙ୍କୁ ଧମକ ମଧ୍ୟ ଦେଉଥିଲେ। ସ୍ଥିତି ଏପରି ହୋଇଥିଲା ଯେ ମୀରା ନିଜ ପରିବାର ଲୋକଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାରେ ହସ୍ତକ୍ଷେପ କରି ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲା। ହେଲେ ପ୍ରଭୁ କୁମାରଙ୍କ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ।

ଶୁକ୍ରବାର ସନ୍ଧ୍ୟାରେ ଅନୀଶ ଘରକୁ ଫେରୁଥିବା ବେଳେ ସୁରେଶ ଓ ପ୍ରଭୁ କୁମାର ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story