୬ ମାସ ହେଲାଣି ଦୁଷ୍କର୍ମ କରୁଥିଲା; କହୁଥିଲା ବାପଝିଅ ମଧ୍ୟରେ ଶାରୀରିକ ସମ୍ପର୍କ ସାଧାରଣ କଥା

ନୂଆଦିଲ୍ଲୀ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ନିଜ ଝିଅକୁ ବି ଛାଡ଼ିଲାନି ରାକ୍ଷସ ବାପା। ଗୁରଗାଓଁରେ ଜଣେ ବ୍ୟକ୍ତି ନିଜର ୧୩ ବର୍ଷୀୟା ଝିଅକୁ ଗତ ୬ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି। ବ୍ୟକ୍ତି ଜଣକ ୬ମାସ ହେଲାଣି ନିଜ ଝିଅକୁ ଗୁରଗାଓଁ ନିକଟସ୍ଥ ପଟୋଦି ଗାଁର ଏକ ଫ୍ୟାକ୍ଟ୍ରିରେ ଦୁଷ୍କର୍ମ କରୁଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ସେହି ଫ୍ୟାକ୍ଟ୍ରିରେ କାମ କରେ। ସେଠାରେ ଥିବା କ୍ୱାର୍ଟର୍ସରେ ସେ ତାଙ୍କ […]

Child-rape

Child-rape

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 02:42 PM IST

Sports

Latest News

ନୂଆଦିଲ୍ଲୀ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ନିଜ ଝିଅକୁ ବି ଛାଡ଼ିଲାନି ରାକ୍ଷସ ବାପା। ଗୁରଗାଓଁରେ ଜଣେ ବ୍ୟକ୍ତି ନିଜର ୧୩ ବର୍ଷୀୟା ଝିଅକୁ ଗତ ୬ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି।

ବ୍ୟକ୍ତି ଜଣକ ୬ମାସ ହେଲାଣି ନିଜ ଝିଅକୁ ଗୁରଗାଓଁ ନିକଟସ୍ଥ ପଟୋଦି ଗାଁର ଏକ ଫ୍ୟାକ୍ଟ୍ରିରେ ଦୁଷ୍କର୍ମ କରୁଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ସେହି ଫ୍ୟାକ୍ଟ୍ରିରେ କାମ କରେ। ସେଠାରେ ଥିବା କ୍ୱାର୍ଟର୍ସରେ ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଓ ୪ଟି ପିଲାଙ୍କ ସହ ରୁହେ। ପୀଡ଼ିତା ଜଣଙ୍କ ହେଲେ ତାଙ୍କ ପ୍ରଥମ ସ୍ତ୍ରୀର ଝିଅ।

ଗତ ଶୁକ୍ରବାର ରାତି ୧୦ଟା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଜଣାପଡ଼ିଥିଲା ଯେ ସେ ଝିଅକୁ ବିଶ୍ୱାସ ଦେଇଥିଲା ଯେ ବାପ ଓ ଝିଅର ଶାରିରୀକ ସମ୍ପର୍କ କିଛି ଭୁଲ ନୁହେଁ ଓ ଏହା ସମସ୍ତଙ୍କ ଘରେ ହୁଏ।

ତଦନ୍ତବେଳେ ନାବାଳିକା ଜଣକ ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ପୋଲିସକୁ ଦେଇଥିଲେ। ସେ କହିଥିଲେ ଯେ ଗତ ୬ ମାସ ଧରି ତାଙ୍କ ବାପା ତାଙ୍କ ସହିତ ଫ୍ୟାକ୍ଟ୍ରିରେ ଦୁଷ୍କର୍ମ କରିଥିଲେ ଓ କାହାକୁ ନକହିବାକୁ ଧମକ ଦେଇଥିଲେ। ପୂର୍ବରୁ ଝିଅଟି ତା’ର ସାବତ ମାଆକୁ ଏ ସମ୍ପର୍କରେ କହିଥିଲା। ହେଲେ ସେ ତା କଥାରେ ବିଶ୍ୱାସ କରି ନଥିଲେ। କିନ୍ତୁ ଗତ ଶୁକ୍ରବାର ସନ୍ଧ୍ୟାରେ ସେ ଘରକୁ ଶୀଘ୍ର ଫେରି ଘଟଣାର ପତ୍ତା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଘରେ ପହଞ୍ଚି ସେ ଘଟଣାର ସତ୍ୟତା ଜାଣିପାରିଥିଲେ ଓ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଘଟଣାରେ ପ୍ରାୟ ଲୋକ ଚୁପ୍‌ ରହିବାକୁ ପସନ୍ଦ କରୁଥିବା ବେଳେ, ସାବତ ମାଆ ହୋଇ ବି ଏହାର ବିରୋଧ କରିବା ଓ ଥାନାରେ ଅଭିଯୋଗ କରିବା ବହୁତ ବଡ଼ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story