ରାସ୍ତା କଡ଼ରେ ଶୋଇଥିବା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା, ସିସିଟିଭିରେ କଏଦ ପୂରା ଦୃଶ୍ୟ

ଇନ୍ଦୋର: ଛାତି ଥରେଇ ଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଏମୱାଇ ହସ୍ପିଟାଲ ନିକଟ ରାସ୍ତା କଡ଼ରେ ଶୋଇଥିବା ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ହତ୍ୟାକାରୀ ଯୁବକ ଜଣଙ୍କ ସଂପୃକ୍ତ ମହିଳାଙ୍କୁ କେଉଁଭଳି ତଣ୍ଟିଚିପି ହତ୍ୟା କରୁଛନ୍ତି, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଛି। ପ୍ରଥମେ ଯୁବକ ଜଣଙ୍କ ରାସ୍ତା କଡ଼ରେ ଶୋଇଥିବା ମହିଳାଙ୍କ ପାଖରେ ପହଞ୍ଚିଥିଲେ। ମହିଳା ଜଣଙ୍କ […]

g

g

Hemant Lenka
  • Published: Saturday, 10 October 2020
  • Updated: 10 October 2020, 04:05 PM IST

Sports

Latest News

ଇନ୍ଦୋର: ଛାତି ଥରେଇ ଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଏମୱାଇ ହସ୍ପିଟାଲ ନିକଟ ରାସ୍ତା କଡ଼ରେ ଶୋଇଥିବା ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ହତ୍ୟାକାରୀ ଯୁବକ ଜଣଙ୍କ ସଂପୃକ୍ତ ମହିଳାଙ୍କୁ କେଉଁଭଳି ତଣ୍ଟିଚିପି ହତ୍ୟା କରୁଛନ୍ତି, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଛି।

ପ୍ରଥମେ ଯୁବକ ଜଣଙ୍କ ରାସ୍ତା କଡ଼ରେ ଶୋଇଥିବା ମହିଳାଙ୍କ ପାଖରେ ପହଞ୍ଚିଥିଲେ। ମହିଳା ଜଣଙ୍କ ଗଭୀର ନିଦରେ ଶୋଇଛନ୍ତି କି ନାହିଁ, ସେକଥା ଯାଞ୍ଚ କରିଥିଲେ। ଏହାପରେ ସେ ଗୋଟିଏ ରଶି ଆଣି ମହିଳାଙ୍କ ବେକକୁ ଚିପି ଧରି ଘୋଷାଡ଼ି ନେଇଥିଲେ। ମହିଳା ଜଣଙ୍କ ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ ହେଁ ତାଙ୍କ ଜୀବନ ଯିବା ଯାଏ ଯୁବକ ଜଣଙ୍କ ତାଙ୍କ ବେକକୁ ଚାପି ଧରିଥିଲେ।

ପୁଲିସ୍‌ ମୃତ ମହିଳା କିମ୍ବା ହତ୍ୟାକାରୀଙ୍କୁ ଚିହ୍ନଟ କରିପାରିନାହିଁ। ସେହିପରି ହତ୍ୟାର କାରଣ ମଧ୍ୟ ଜଣାପଡ଼ିନାହିଁ। ତେବେ ମହିଳାଙ୍କ ବୟସ ୪୫ ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ସେ ରାସ୍ତାକଡ଼ରେ ରୁହନ୍ତି।

ସେ ସ୍ଥାନୀୟ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ସମସ୍ତେ ଦେଖିଛନ୍ତି, ହେଲେ ତାଙ୍କ ନାଁ କେହି ବି ଜାଣିନାହାନ୍ତି। ଗୁରୁବାର ସକାଳେ ମହିଳାଙ୍କ ମୃତଦେହ ମିଳିବା ପରେ ତାଙ୍କର ବ୍ୟବଚ୍ଛେଦ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ କରିବା ବେଳେ ପୁଲିସ୍‌ର ନଜର ସିସିଟିଭ ଉପରେ ପଡ଼ିଥିଲା। ଏହି ସିସିଟିଭିରେ ପୂରା ଘଟଣା ରେକର୍ଡ ହୋଇଛି।

ସୌଜନ୍ୟ: ଟାଇମ୍ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story