ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ, ଲାଗିଗଲା ୧୫ କୋଟିର ଲଟେରୀ

ନୂଆଦିଲ୍ଲୀ: ଆପଣ ସମସ୍ତେ ଜାଣିଛନ୍ତି ଯେ ଯେଉଁମାନେ ଲଟେରୀ ଜିତନ୍ତି ସେମାନେ ନିଜକୁ ଭାଗ୍ୟଶାଳୀ ମନେ କରନ୍ତି। କିନ୍ତୁ ଯଦି ଜଣେ ବ୍ୟକ୍ତି ଭୁଲରେ ଲଟେରୀ ଜିତି ମାଲାମାଲ ହୋଇଯାଆନ୍ତି, ତା’ହେଲେ ଆପଣ ତାଙ୍କୁ କ’ଣ କହିବେ? ସେଭଳି ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଗୋଟିଏ କଥା କୁହାଯାଇ ପାରେ ଯେ ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ। ହଁ, ଆପଣ ଠିକ୍‌ ଶୁଣିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଜଣେ କ୍ଲର୍କ ଭୁଲ ଟିକେଟ […]

e

e

Hemant Lenka
  • Published: Thursday, 16 July 2020
  • Updated: 16 July 2020, 07:59 PM IST

Sports

Latest News

ନୂଆଦିଲ୍ଲୀ: ଆପଣ ସମସ୍ତେ ଜାଣିଛନ୍ତି ଯେ ଯେଉଁମାନେ ଲଟେରୀ ଜିତନ୍ତି ସେମାନେ ନିଜକୁ ଭାଗ୍ୟଶାଳୀ ମନେ କରନ୍ତି। କିନ୍ତୁ ଯଦି ଜଣେ ବ୍ୟକ୍ତି ଭୁଲରେ ଲଟେରୀ ଜିତି ମାଲାମାଲ ହୋଇଯାଆନ୍ତି, ତା’ହେଲେ ଆପଣ ତାଙ୍କୁ କ’ଣ କହିବେ? ସେଭଳି ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଗୋଟିଏ କଥା କୁହାଯାଇ ପାରେ ଯେ ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ। ହଁ, ଆପଣ ଠିକ୍‌ ଶୁଣିଛନ୍ତି।

ଜଣେ ବ୍ୟକ୍ତିଙ୍କୁ ଜଣେ କ୍ଲର୍କ ଭୁଲ ଟିକେଟ ଦେଇ ଦେବାରୁ ସେ ଏହି ଟିକେଟ ବଳରେ ୧୫ କୋଟି ଟଙ୍କାର ଲଟେରୀ ଜିତି ଯାଇଛନ୍ତି।
ଗଲ୍ଫ ନ୍ୟୁଜର ଖବର ଅନୁଯାୟୀ, ଏଭଳି ଘଟଣା ଆମେରିକାର ମିଶଗାନରେ ଘଟିଛି। ଏଠାରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି ନିଜ ବାଇକରେ ପମ୍ପ ଦେବାକୁ ଚିନ୍ତା କରିଥିଲେ।

ଏଥିପାଇଁ ସେ ମିଶଗାନର ଇଷ୍ଟ ପଏଣ୍ଟରେ ଥିବା ଗୋଟିଏ ଗ୍ୟାସ୍‌ ଷ୍ଟେସନ ନିକଟରେ ଅଟକି ଯାଇଥିଲେ। ଖୁଚୁରା ନଥିବାରୁ ବ୍ୟକ୍ତି ଜଣ ଏଥିପାଇଁ ଷ୍ଟେସନରେ କାମ କରୁଥିବା କ୍ଲର୍କଙ୍କ ପାଖକୁ ଯାଇଥିଲେ। ସେ ୧୦ ଡଲାର ବଦଳରେ ୭ ଡଲାରର ସ୍କ୍ରାଚ୍‌- ଅଫ ଟିକେଟ ଦେବାକୁ କହିଥିଲେ। ସ୍କ୍ରାଚ ଅଫ ଟିକେଟର ଅର୍ଥ ଲଟେରୀ ଟିକେଟ।

ଟିକେଟ ଦେବାବେଳେ କ୍ଲର୍କ ଜଣଙ୍କ ଭୁଲବଶତଃ ୨୦ ଡଲାର ବିଶିଷ୍ଟ ଟିକେଟ ବ୍ୟକ୍ତି ଜଣଙ୍କୁ ଦେଇଇଥିଲେ। ଏହାଜାଣି ପାରି କ୍ଲର୍କ ଜଣଙ୍କ ତୁରନ୍ତ ଉକ୍ତ ଟିକେଟକୁ ଏକ୍ସଚେଞ୍ଜ କରିବାକୁ କହିଥିଲେ। କିନ୍ତୁ ବ୍ୟକ୍ତି ଜଣଙ୍କ ଏହା ଫେରସ୍ତ ନ କରି ଘରକୁ ଚାଲି ଆସିଥିଲେ।

ମଙ୍ଗଳବାର ଲଟେରୀ ଟିକେଟର ଫଳାଫଳ ବାହାରିଥିଲା। ବ୍ୟକ୍ତି ଜଣଙ୍କ ପାଖରେ ଥିବା ସ୍କ୍ରାଚ୍‌ କାର୍ଡରେ ୨ ମିଲିୟନ ଡଲାର ପୁରସ୍କାର ରାଶି ଉଲ୍ଲେଖ ରହିଥିଲ। ଏହି ୨ ମିଲିୟନ ଡଲାରର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ।

ବ୍ୟକ୍ତି ଜଣଙ୍କ କହିଛନ୍ତି, ମୁଁ ଲଟେରୀ ଜିତିଥିବାରୁ ବେଶ ଖୁସି ରହିଛି। ଏହି ଟିକେଟ ମୋତେ ମାଲାମାଲ କରିଦେଇଛି। ଏହି ଟଙ୍କା ବଦଳରେ ମୁଁ ଗୋଟିଏ ଘର କିଣିବି। ବହୁ ଦିନରୁ ମୁଁ ନୂଆ ଘର କିଣିବାକୁ ସ୍ୱପ୍ନ ଦେଖିଥିଲି। ଏବେ ଲଟେରୀ ଟିକେଟ୍‌ ବଳରେ ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story