ମାନହାନୀ ମାମଲା: କେଜ୍ରିୱାଲଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ବିକ୍ରମ ମଜିଥିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ କରିଥିବା ମାନହାନୀ ମାମଲାରେ ଅମୃତସର କୋର୍ଟ କେଜ୍ରିୱାଲଙ୍କୁ ଆଜି ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିକ୍ରମ ମଜିଥିଆ ଡ୍ରଗ୍ସ ରାକେଟରେ ସାମିଲ ଥିବା କେଜ୍ରିୱାଲ ଆରୋପ ଲଗାଇଥିଲେ। କୋର୍ଟ ଏହି ମାମଲାରେ  ଅରବିନ୍ଦ କେଜ୍ରିୱାଲ ଓ  ଆପ ନେତା ସଞ୍ଜୟ ସିଂହଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପାର୍ଟି ନେତା ଆଶିଷ ଖେତାନଙ୍କ ନାଁରେ ମଧ୍ୟ ଅଭିଯୋଗ […]

arabida kajriwal

arabida kajriwal

Rakesh Mallick
  • Published: Friday, 29 July 2016
  • Updated: 29 July 2016, 05:31 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ବିକ୍ରମ ମଜିଥିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ କରିଥିବା ମାନହାନୀ ମାମଲାରେ ଅମୃତସର କୋର୍ଟ କେଜ୍ରିୱାଲଙ୍କୁ ଆଜି ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିକ୍ରମ ମଜିଥିଆ ଡ୍ରଗ୍ସ ରାକେଟରେ ସାମିଲ ଥିବା କେଜ୍ରିୱାଲ ଆରୋପ ଲଗାଇଥିଲେ। କୋର୍ଟ ଏହି ମାମଲାରେ  ଅରବିନ୍ଦ କେଜ୍ରିୱାଲ ଓ  ଆପ ନେତା ସଞ୍ଜୟ ସିଂହଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ପାର୍ଟି ନେତା ଆଶିଷ ଖେତାନଙ୍କ ନାଁରେ ମଧ୍ୟ ଅଭିଯୋଗ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ ହେବ।

ବିଶୃଙ୍ଖଳା ପରିସ୍ଥିତି ଏଡାଇବାକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅମୃତସରର କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story