ମନମୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଜ୍ୱର ନ ଛାଡ଼ିବାର କାରଣ ଖୋଜା

ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ‌ଏମସର ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ଛାତି ଯନ୍ତ୍ରଣା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ତାଙ୍କ ଶରୀରରେ ଜ୍ୱର ଲାଗି ରହିଥିବା ଜଣାପଡ଼ିଛି। ଏହା ସାଧାରଣ ଜ୍ୱର ନା ଆଉ କିଛି ଏହାର କାରଣ ଜାଣିବା ପାଇଁ ଶ୍ରୀ ସିଂହଙ୍କର ବିଭିନ୍ନ ପରୀକ୍ଷା କରାଯାଉଥିବା ଡାକ୍ତରଖାନା ପକ୍ଷରୁ […]

u

u

Hemant Lenka
  • Published: Monday, 11 May 2020
  • Updated: 11 May 2020, 09:45 AM IST

Sports

Latest News

ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ‌ଏମସର ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ଛାତି ଯନ୍ତ୍ରଣା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ତାଙ୍କ ଶରୀରରେ ଜ୍ୱର ଲାଗି ରହିଥିବା ଜଣାପଡ଼ିଛି। ଏହା ସାଧାରଣ ଜ୍ୱର ନା ଆଉ କିଛି ଏହାର କାରଣ ଜାଣିବା ପାଇଁ ଶ୍ରୀ ସିଂହଙ୍କର ବିଭିନ୍ନ ପରୀକ୍ଷା କରାଯାଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ସନ୍ଧ୍ୟାରେ ଶ୍ରୀ ସିଂହ ଛାତି ଯନ୍ତ୍ରଣା ଓ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ହୃଦରୋଗ ବିଶେଷଜ୍ଞଙ୍କ ଟିମ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ ତାଙ୍କ ଶରୀରର ତାପମାତ୍ରା ବଢ଼ିଥିବାରୁ ଏହାର କାରଣ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ତାଙ୍କର ଏକାଧିକ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ୨୦୦୯ରେ ଶ୍ରୀ ସିଂହ ଏମସରେ କୋରନାରୀ ବାଇପାସ ସର୍ଜରୀ କରିଥିଲେ। ଏହା ସଫଳତାର ସହ ଶେଷ ହୋଇଥିଲା। ସେବେଠାରୁ ସେ ସୁସ୍ଥ ରହିଥିଲେ।

ଏପରି କି ଗତ ସପ୍ତାହରେ ୮୭ ବର୍ଷୀୟ ଶ୍ରୀ ସିଂହ, କଂଗ୍ରେସ ଅନ୍ତୀରଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ଦଳ କ୍ଷମତାରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ବେଶ ସୁସ୍ଥ ରହିଥିଲେ। କିନ୍ତୁ ହଠାତ୍‌ ଗତକାଲି ସନ୍ଧ୍ୟାରେ ସେ ଛାତି ଯନ୍ତ୍ରଣାର ସମ୍ମୁଖୀନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story