କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ଭାଲସାଦ: ଗୁଜରାଟର ଭାଲସାଦର ବାପିଠାରେ ଥିବା ଗୋଟିଏ ବାଓ କେମିକାଲ ଫ୍ୟା‌କ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଫ୍ୟାକ୍ଟ୍ରୀଟି ଜିଆଡିସି ଦ୍ୱାରା ପରିଚାଳିତ ହେଉଥିଲା। ଆଜି ମଧ୍ୟାହ୍ନରେ ହଠାତ୍‌ ଏଥିରେ ଅଗ୍ନିକାଣ୍ଡ ଘଟିଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିବାରେ ଲାଗିଛି। #WATCH Gujarat: Fire breaks out at a chemical factory in Vapi, Valsad. More than 8 fire tenders are […]

fs

fs

Hemant Lenka
  • Published: Saturday, 08 August 2020
  • Updated: 08 August 2020, 04:35 PM IST

ଭାଲସାଦ: ଗୁଜରାଟର ଭାଲସାଦର ବାପିଠାରେ ଥିବା ଗୋଟିଏ ବାଓ କେମିକାଲ ଫ୍ୟା‌କ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଫ୍ୟାକ୍ଟ୍ରୀଟି ଜିଆଡିସି ଦ୍ୱାରା ପରିଚାଳିତ ହେଉଥିଲା।

ଆଜି ମଧ୍ୟାହ୍ନରେ ହଠାତ୍‌ ଏଥିରେ ଅଗ୍ନିକାଣ୍ଡ ଘଟିଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିବାରେ ଲାଗିଛି।
https://twitter.com/i/status/1292017582594170880

ଖବର ପାଇ ୧୦ରୁ ଅଧିକ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଖବର ଲେଖା ହେବା ଯାଏ ନିଆଁ ସଂପୂର୍ଣ୍ଣ ଭାବେ ଆୟତ୍ତ ହୋଇନାହିଁ। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story