ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣର ଖଳନାୟକ ମୃତ

ନାଗପୁର: ବହୁ ଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଆସାମୀ ଅବଦୁଲ ଗନି ତୁର୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ସରକାରୀ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି। ନାଗପୁର ଜେଲ ଅଧୀକ୍ଷକ ରାନି ଭୋଁସଲେ କହିଛନ୍ତି, “ତୁର୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ସେଠାରେ ଆଜି ତା’ର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।” ୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବାଇର ସେଣ୍ଟ୍ରାଲ ବଜାରରେ ହୋଇଥିବା ବିସ୍ଫୋରଣର ମାଷ୍ଟର […]

w

w

Hemant Lenka
  • Published: Friday, 26 April 2019
  • Updated: 26 April 2019, 05:54 PM IST

Sports

Latest News

ନାଗପୁର: ବହୁ ଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଆସାମୀ ଅବଦୁଲ ଗନି ତୁର୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ସରକାରୀ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି। ନାଗପୁର ଜେଲ ଅଧୀକ୍ଷକ ରାନି ଭୋଁସଲେ କହିଛନ୍ତି, “ତୁର୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ସେଠାରେ ଆଜି ତା’ର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।”

୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବାଇର ସେଣ୍ଟ୍ରାଲ ବଜାରରେ ହୋଇଥିବା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ତୁର୍କ। ଏଥିରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସ୍ୱତନ୍ତ୍ର ଟାଡା କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତେବେ ୨୦୧୨ରେ ତାକୁ ନାଗପୁର ଜେଲକୁ ଅଣାଯାଇଥିଲା। ଏବେ ତା’ର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story