ଗୋ’ରକ୍ଷକଙ୍କ ଉପରେ ମନ୍ତବ୍ୟକୁ ନେଇ ମୋଦିଙ୍କୁ ସମାଲୋଚନା କଲେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋ’ରକ୍ଷକଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି। ଦୁଇ ବର୍ଷ ହେବ ଗୋ’ ରକ୍ଷକମାନେ ମୁସଲିମ୍‌ ଓ  ଦଳିତଙ୍କୁ ଟାର୍ଗେଟ୍‌ କରୁଥିଲେ ହେଲେ ମୋଦି କୁମ୍ଭକର୍ଣ୍ଣ ପରି ଶୋଇ ରହିଥିଲେ। ଗୋ’ରକ୍ଷକଙ୍କୁ ନେଇ ମୋଦି ରାଜନୀତି କରୁଥିବା ମାୟାବତୀ କହିଛନ୍ତି। ଆଗକୁ ଉତ୍ତର ପ୍ରଦେଶରେ  ବିଧାନସଭା ନିର୍ବାଚନ ଥିବାରୁ  ମୋଦିଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଥିବା ମାୟାବତୀ  କହିଛନ୍ତି। ବସପାର ପୂର୍ବତନ ନେତା ସ୍ୱାମୀ […]

mayabati

mayabati

Rakesh Mallick
  • Published: Monday, 08 August 2016
  • Updated: 08 August 2016, 04:22 PM IST

Sports

Latest News

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋ’ରକ୍ଷକଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି। ଦୁଇ ବର୍ଷ ହେବ ଗୋ’ ରକ୍ଷକମାନେ ମୁସଲିମ୍‌ ଓ  ଦଳିତଙ୍କୁ ଟାର୍ଗେଟ୍‌ କରୁଥିଲେ ହେଲେ ମୋଦି କୁମ୍ଭକର୍ଣ୍ଣ ପରି ଶୋଇ ରହିଥିଲେ। ଗୋ’ରକ୍ଷକଙ୍କୁ ନେଇ ମୋଦି ରାଜନୀତି କରୁଥିବା ମାୟାବତୀ କହିଛନ୍ତି।

ଆଗକୁ ଉତ୍ତର ପ୍ରଦେଶରେ  ବିଧାନସଭା ନିର୍ବାଚନ ଥିବାରୁ  ମୋଦିଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଥିବା ମାୟାବତୀ  କହିଛନ୍ତି।

ବସପାର ପୂର୍ବତନ ନେତା ସ୍ୱାମୀ ପ୍ରସାଦ ମୋର୍ଯ୍ୟ ବିଜେପିରେ ସାମିଲ୍‌ ହେବାକୁ ନେଇ ମାୟାବତୀ କହିଛନ୍ତି,“ ମୁଁ ଆୟା ରାମ, ଗୟା ରାମ ଉପରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁ ନାହିଁ।”

ଗତ ଜୁନ୍‌ ୨୨ରେ ମୋର୍ଯ୍ୟ ବସପାରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos