ପୁଣି ଦୁଇ ରାଜ୍ୟରେ ମହାମେଣ୍ଟରୁ ବାଦ ପଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଆ-ବବୁଆ ଯୋଡ଼ି କଂଗ୍ରେସକୁ ପୁଣିଥରେ ଝଟ୍‌କା ଦେଇଛନ୍ତି। କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯାଦବଙ୍କ ସହ ମେଣ୍ଟ କରି ବିଜେପିକୁ ରୋକିବାକୁ ଚାହୁଁଥିଲେ ହେଁ ଦଳର ଏହି ରଣନୀତି ପୁଣିଥରେ ଫେଲ ମାରିଛି। ପୂର୍ବରୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ବେଙ୍ଗଲରେ ମହାମେଣ୍ଟର ଦୂଆର କଂଗ୍ରେସ ପାଇଁ ବନ୍ଦ ହୋଇଥିବା ବେଳେ ଏବେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ଦଳ ସମାନ ସ୍ଥିତର ସାମ୍ନା କରିଛି। ମଧ୍ୟପ୍ରଦେଶ […]

f

f

Hemant Lenka
  • Published: Monday, 25 February 2019
  • Updated: 25 February 2019, 05:41 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଆ-ବବୁଆ ଯୋଡ଼ି କଂଗ୍ରେସକୁ ପୁଣିଥରେ ଝଟ୍‌କା ଦେଇଛନ୍ତି। କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯାଦବଙ୍କ ସହ ମେଣ୍ଟ କରି ବିଜେପିକୁ ରୋକିବାକୁ ଚାହୁଁଥିଲେ ହେଁ ଦଳର ଏହି ରଣନୀତି ପୁଣିଥରେ ଫେଲ ମାରିଛି।

ପୂର୍ବରୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ବେଙ୍ଗଲରେ ମହାମେଣ୍ଟର ଦୂଆର କଂଗ୍ରେସ ପାଇଁ ବନ୍ଦ ହୋଇଥିବା ବେଳେ ଏବେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ଦଳ ସମାନ ସ୍ଥିତର ସାମ୍ନା କରିଛି। ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମାୟାବତୀ ଓ ଅଖିଲେଶ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସ ବିଧାନସଭା ନିର୍ବାଚନରେ ସଫଳତା ପାଇଥିଲା। ଏହାପରେ ବିଏସ୍‌ପି ସମର୍ଥନରେ ଦଳ ଏଠାରେ ସରକାର ଗଠନ କରିଥିଲା। ହେଲେ ଏବେ ମାୟାବତୀଙ୍କ ବିଏସ୍‌ପି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ ବାଦ ଦେଇ ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ମାୟାବତୀଙ୍କ ବିଏସ୍‌ପି ୨୬ଟି ଆସନରେ ଲଢ଼ିବ। ସେହିପରି ଅଖିଲେଶ ଯାଦବଙ୍କ ଦଳ ବାକି ବାଲାଘାଟ, ଠିକ୍ରି ଓ ଖାଜୁରାହୋ ଆସନରେ ପ୍ରାର୍ଥୀ ଦେବ। ସେହିପରି ଉତ୍ତରାଖଣ୍ଡରେ ସମାଜବାଦୀ ପାର୍ଟି ଗୋଟିଏ ଆସନ ଓ ବିଏସ୍‌ପି ବଳକା ୪ଟି ଆସନରେ ପ୍ରାର୍ଥୀ ଦେବ।

ଗତ ସପ୍ତାହରେ ଦୁଇ ଦଳ ଉତ୍ତର ପ୍ରଦେଶରେ ମେଣ୍ଟ କରିବା ସହ ସିଟ୍‌ ଶେୟାରିଂ କରିଥିଲେ। ଏଥିରେ କଂଗ୍ରେସକୁ ସାମିଲ କରାଯାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story