ସିଏବି ପାଇଁ ଓକିଲାତି କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅଣମୁସଲିମଙ୍କୁ ଭାରତର ନାଗରିକ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ଉତ୍ତର-ପୂର୍ବ ରାଜ୍ୟରେ ହଙ୍ଗାମା ଜାରି ରହିଛି। ତେବେ ଆଜି ବୈଦେଶିକ ମନ୍ତ୍ରଣାଳୟ ଏହି ବିଲ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛି। ସେହିପରି ବାଂଲାଦେଶ ଓ ପାକିସ୍ତାନ ଏହି ବିଲକୁ ନେଇ କ୍ଷୁବ୍ଧ ହୋଇଥିବାରୁ ତା’ ଉପରେ ମଧ୍ୟ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ମତ ରଖିଛନ୍ତି। ସେ କହିଛନ୍ତି, “ଗୌହାଟୀ ଓ ଇମ୍ଫାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

er

er

Hemant Lenka
  • Published: Thursday, 12 December 2019
  • Updated: 12 December 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ଅଣମୁସଲିମଙ୍କୁ ଭାରତର ନାଗରିକ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ଉତ୍ତର-ପୂର୍ବ ରାଜ୍ୟରେ ହଙ୍ଗାମା ଜାରି ରହିଛି। ତେବେ ଆଜି ବୈଦେଶିକ ମନ୍ତ୍ରଣାଳୟ ଏହି ବିଲ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛି। ସେହିପରି ବାଂଲାଦେଶ ଓ ପାକିସ୍ତାନ ଏହି ବିଲକୁ ନେଇ କ୍ଷୁବ୍ଧ ହୋଇଥିବାରୁ ତା’ ଉପରେ ମଧ୍ୟ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ମତ ରଖିଛନ୍ତି।

ସେ କହିଛନ୍ତି, “ଗୌହାଟୀ ଓ ଇମ୍ଫାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେକଙ୍କ ମଧ୍ୟରେ ୧୫ ଓ ୧୬ ତାରିଖରେ  ବୈଠକ ହେବାର ଅଛି। ତେବେ ବିକ୍ଷୋଭ ଯୋଗୁ ଏହି ବୈଠକକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଯେଉଁ ଖବର ପ୍ରକାଶ ପାଇଛି, ତା’ ସତ୍ୟ ନୁହେଁ।

ଏଯାଏ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ବାଂଲାଦେଶ ଓ ଭାରତ ସମ୍ପର୍କ କେବେ ହେଲେ ଖରାପ ହେବନାହିଁ। କୌଣସି ବିଲ ଏହାକୁ ଭାଙ୍ଗି ପାରିବ ନାହିଁ। ଆମେ ସ୍ପଷ୍ଟ ଭାବେ କହି ସାରିଛୁ ଯେ ଧାର୍ମିକ ତାଡ଼ନା ଓ ପୂର୍ବ ସରକାରେ ନିର୍ଯାତିତ ହୋଇଥିବା ଶରଣାର୍ଥୀଙ୍କୁ ହିଁ ଆମେ ନାଗରିକତା ଦେବୁ।

ବର୍ତ୍ତମାନର ବାଂଲାଦେଶ ସରକାର ସଂଖ୍ୟାଲଘୁଙ୍କ ପାଇଁ ବହୁତ କିଛି କରିଛି। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ କାହିଁକ ଭାରତ ଗସ୍ତ ବାତିଲ କଲେ, ସେକଥା ଆମକୁ କହି ସାରିଛନ୍ତି। ତେଣୁ ବିଲକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରା ନଯାଉ।

ପାକିସ୍ତାନ ମଧ୍ୟ ଏହି ବିଲ ଉପରେ ମତ ଦେଉଛି। ହେଲେ ପାକିସ୍ତାନ ପ୍ରଥମେ ନିଜ କଥା ବୁଝିବା ଦରକାର। ପାକିସ୍ତାନ ସେଠାରେ ଥିବା ସଂଖ୍ୟାଲଘୁ ଓ ଶରଣାର୍ଥୀ ଆଇନ କଥା ଭାବୁ। ସେମାନେ ଭାରତରେ କ’ଣ ହେଉଛି ସେକଥା ଚିନ୍ତା କରିବା ଦରକାର ନାହିଁ।

ଆମେ ପାକିସ୍ତାନର ପ୍ରତିଟି କଥାର ଜବାବ ଦେବାକୁ ବାଧ୍ୟ ନୁହଁ। ପାକିସ୍ତାନର ବୟାନ ଅଦରକାରୀ। ଏବେ ବିଲ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା କଂଗ୍ରେସ ଓ ଅନ୍ୟମାନଙ୍କୁ ଅବଗତ କରାଯିବ। ଆଶା ସେମାନେ ଆମ ଉଦ୍ଦେଶ୍ୟକୁ ଠିକ ଭାବେ ବୁଝିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story