ଅନଲକ-୪: ଖୋଲିବ ମେଟ୍ରୋ, ହୋଇପାରିବ ରାଜନୀତିକ ସମାବେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଆଜି କେନ୍ଦ୍ର ସରକାର ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଅନଲକ-୪ରେ କେନ୍ଦ୍ର ସରକାର ଆଉ କିଛି ନିୟମରେ କୋହଳ କରିଛନ୍ତି। ସେପ୍ଟେମ୍ବର ୧ରୁ ଅନଲକ-୧ କାର୍ଯ୍ୟକାରୀ କରିବ। ଗାଇଡଲାଇନ ଅନୁଯାୟୀ,  ଅନଲକ-୪ରେ ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ। ସେପ୍ଟେମ୍ବର ୭ ତାରିଖରୁ ସମଗ୍ର ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ। ତେବେ ଏଥିପାଇଁ ଖୁବଶୀଘ୍ର ଏସଓପି ଜାରି କରାଯିବ। ସେହିପରି ମାର୍ଚ୍ଚ ମାସରୁ […]

v

v

Hemant Lenka
  • Published: Saturday, 29 August 2020
  • Updated: 29 August 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଆଜି କେନ୍ଦ୍ର ସରକାର ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଅନଲକ-୪ରେ କେନ୍ଦ୍ର ସରକାର ଆଉ କିଛି ନିୟମରେ କୋହଳ କରିଛନ୍ତି। ସେପ୍ଟେମ୍ବର ୧ରୁ ଅନଲକ-୧ କାର୍ଯ୍ୟକାରୀ କରିବ।

ଗାଇଡଲାଇନ ଅନୁଯାୟୀ,  ଅନଲକ-୪ରେ ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ। ସେପ୍ଟେମ୍ବର ୭ ତାରିଖରୁ ସମଗ୍ର ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ। ତେବେ ଏଥିପାଇଁ ଖୁବଶୀଘ୍ର ଏସଓପି ଜାରି କରାଯିବ।

ସେହିପରି ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ପାଇଁ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ ରଖାଯାଇଥିଲା। ହେଲେ ଅନଲକ-୪ରେ ଏଥିପାଇଁ ଅନୁମତି ମିଳିଛି। ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମର ଆୟୋଜନକୁ କେନ୍ଦ୍ର ସରକାର ଗ୍ରୀନ ସିଗ୍ନାଲ ଦେଇଛନ୍ତି। ସାମାଜିକ କାର୍ଯ୍ୟକ୍ରମ ବ୍ୟତୀତ, ସାଂସ୍କୃତିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ବି ଅନୁମତି ମିଳିଛି। ଏଥିରେ ମଧ୍ୟ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ସେପ୍ଟେମ୍ବର ୨୧ରୁ ଏହି ନିୟମ ଲାଗୁ କରାଯିବ। ଏହି ସବୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନେ ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ହାତ ଧୋଇବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ।

ବାହଘର କାର୍ଯ୍ୟ ପାଇଁ ଏବେ ୫୦ ଓ ଶୁଦ୍ଧିକ୍ରୀୟାରେ ୨୦ ଜଣ ସାମିଲ ହୋଇପାରିବେ। ତେବେ ସେପ୍ଟେମ୍ବର ୨୦ ପରେ ଉଭୟ କାର୍ଯ୍ୟ ପାଇଁ ୧୦୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ।

ସେପ୍ଟେମ୍ବର ୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।

ତେବେ ପୂର୍ବଭଳି ଅନଲକ-୪ରେ ମଧ୍ୟ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେପ୍ଟେମ୍ବର ୩୦ ଯାଏ ସ୍କୁଲ, କଲେଜ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା କରାଯିବ। ସୁଇମିଂ ପୋଲ ଓ ଥିଏଥର ମଧ୍ୟ ସେପ୍ଟେମ୍ବର ୩୦ ଯାଏ ବନ୍ଦ ରହିବ।

ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକଡାଉନ ପାଳନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story