ସମୁଦ୍ରରେ ଖସି ପଡ଼ିଲା ମିଗ-୨୯କେ, ସର୍ଚ୍ଚ ଅପରେସନ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଆଜି ବଡ଼ଧରଣର ଦୁର୍ଘଟଣା ଘଟିଛି। ନୌସେନାର ମିଗ-୨୯କେ ଟ୍ରେନର ଯୁଦ୍ଧ ବିମାନ ଆଜି ଉଡ଼ାଣ କରୁଥିବା ବେଳେ ଆରବିୟାନ ସମୁଦ୍ର ମଧ୍ୟରେ ଖସି ପଡ଼ିଛି। ଏହି ଟ୍ରେନର ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ବିମାନଟି କାହିଁକି ଦୁର୍ଘଟଣା ଗ୍ରସ୍ତ ହେଲା ତା’ର ତଦନ୍ତ […]

dds

dds

Hemant Lenka
  • Published: Friday, 27 November 2020
  • Updated: 27 November 2020, 10:04 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନାରେ ଆଜି ବଡ଼ଧରଣର ଦୁର୍ଘଟଣା ଘଟିଛି। ନୌସେନାର ମିଗ-୨୯କେ ଟ୍ରେନର ଯୁଦ୍ଧ ବିମାନ ଆଜି ଉଡ଼ାଣ କରୁଥିବା ବେଳେ ଆରବିୟାନ ସମୁଦ୍ର ମଧ୍ୟରେ ଖସି ପଡ଼ିଛି। ଏହି ଟ୍ରେନର ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ସେହିପରି ବିମାନଟି କାହିଁକି ଦୁର୍ଘଟଣା ଗ୍ରସ୍ତ ହେଲା ତା’ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ମିଗ୍‌-୨୯ କେ ଟ୍ରେନ ଯୁଦ୍ଧ ବିମାନ ସମୁଦ୍ର ଉପରେ ନିୟମିତ ଉଡ଼ାଣ କରୁଥିଲା। ହେଲେ ୨୬ ତାରିଖ ରାତିରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇ ସୁମଦ୍ର ମଧ୍ୟକୁ ଖସି ପଡ଼ିଛି।

ପ୍ରଥମ ପାଇଲଟଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ପାଇଲଟଙ୍କ ସନ୍ଧାନ ଜାରି ରହିଛି। ଏବେ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ସେନା ପକ୍ଷରୁ କୁହାଯାଇଛି। ଗୋଆ ଓ ଆଇଏନଏସ ବିକ୍ରମାଦିତ୍ୟରୁ ଏହି ଯୁଦ୍ଧ ବିମାନଗୁଡ଼ିକ ଉଡ଼ାଣ ଭରିଥାଆନ୍ତି। ଭାରତ ପାଖରେ ପ୍ରାୟ ୪୦ଟି ମିଗ-୨୯ କେ ଯୁଦ୍ଧ ବିମାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story