ଯବାନଙ୍କ ବଙ୍କରକୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼, ୧୨ ସାଧାରଣ ଲୋକ ଆହତ

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ସିଆରପିଏଫ ବଙ୍କରକୁ ଟାର୍ଗେଟ କରି ଆଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ତେବେ ଆତଙ୍କବାଦୀମାନେ ଟାର୍ଗେଟ ମିସ୍‌ କରିବାରୁ ଏହା ଏକ ଜନଗହଳୀପୂର୍ଣ୍ଣ ରାସ୍ତା ଉପରେ ପଡ଼ିଛି। ଫଳରେ ୧୨ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫.୪୫ରେ ଆତଙ୍କବାଦୀମାନେ ପୁଲୱାମାରେ ଥିବା […]

hi

hi

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 10:31 PM IST

Sports

Latest News

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ସିଆରପିଏଫ ବଙ୍କରକୁ ଟାର୍ଗେଟ କରି ଆଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ତେବେ ଆତଙ୍କବାଦୀମାନେ ଟାର୍ଗେଟ ମିସ୍‌ କରିବାରୁ ଏହା ଏକ ଜନଗହଳୀପୂର୍ଣ୍ଣ ରାସ୍ତା ଉପରେ ପଡ଼ିଛି। ଫଳରେ ୧୨ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫.୪୫ରେ ଆତଙ୍କବାଦୀମାନେ ପୁଲୱାମାରେ ଥିବା ସିଆରପିଏଫ ଯବାନଙ୍କ ୪୧ ବାଟାଲିୟନର ବଙ୍କରକୁ ଟାର୍ଗେଟ କରି ଗ୍ରେନେଡ ମାଡ଼ କରିଥିଲେ। ଏହା ପୁଲୱାମାର ଚୌକ କାକାପୋରାରେ ରହିଛି। ତେବେ ଗ୍ରେନେଡ ଗୁଡ଼ିକ ବଙ୍କର ବଦଳରେ ସ୍ଥାନୀୟ ଜନଗହଳୀ ପୂର୍ଣ୍ଣ ରାସ୍ତାରେ ପଡ଼ିଥିଲା।

ଏହା ସେଠାରେ ବିସ୍ଫୋରଣ ହେବାରୁ ୧୨ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ଏବେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story