ସିଆରପିଏଫ୍‌ କ୍ୟାମ୍ପ ଉପରେ ଆତଙ୍କୀଙ୍କ ଗ୍ରନେଡ ମାଡ଼

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲୱାମାରେ ଥିବା ସିଆରପିଏଫ୍‌ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ପୁଲୱାମାର ନେୱା ଗାଁରେ ଥିବା କ୍ୟାମ୍ପ ଉପରେ ଏଭଳି ହମଲା ହୋଇଛି। ଆଜି ସନ୍ଧ୍ୟା ସମୟରେ କିଛି ଆତଙ୍କବାଦୀ କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହମଲା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ରିପୋର୍ଟ ଲେଖା ହେବା ଯାଏ ଫେରାର ଆତଙ୍କବାଦୀଙ୍କ ସମ୍ପର୍କରେ […]

ef

ef

Hemant Lenka
  • Published: Monday, 20 January 2020
  • Updated: 20 January 2020, 08:17 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲୱାମାରେ ଥିବା ସିଆରପିଏଫ୍‌ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ପୁଲୱାମାର ନେୱା ଗାଁରେ ଥିବା କ୍ୟାମ୍ପ ଉପରେ ଏଭଳି ହମଲା ହୋଇଛି।

ଆଜି ସନ୍ଧ୍ୟା ସମୟରେ କିଛି ଆତଙ୍କବାଦୀ କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହମଲା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ରିପୋର୍ଟ ଲେଖା ହେବା ଯାଏ ଫେରାର ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଆଜି ସୋପିଆନ୍‌ରେ ୩ ଜଣ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ପୁଲିସ୍‌ ଗୁଳିରେ ନିହତ ହୋଇଥିଲେ। ଏହାର କିଛି ସମୟରେ ହିଁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରେ ହମଲା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos