‘ମି ଟୁ’ ନେଲା ଆକବରଙ୍କ ମନ୍ତ୍ରୀ ପଦ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିବା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ଶେଷରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଦେଇଛନ୍ତି। ଦେଶରେ ଆରମ୍ଭ ହୋଇଥିବା ମି ଟୁ ଅଭିଯାନ ଜରିଆରେ ୨୦ରୁ ଅଧିକ ମହିଳା ସାମ୍ବାଦିକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆକବର ରାଜନୀତିରେ ପାଦ ଦେବା ପୂର୍ବରୁ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରି ଆକବର କହିଛନ୍ତି, […]

mj_akbar_me_too

mj_akbar_me_too

Hemant Lenka
  • Published: Wednesday, 17 October 2018
  • Updated: 17 October 2018, 05:23 PM IST

Sports

Latest News

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିବା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ଶେଷରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଦେଇଛନ୍ତି।

ଦେଶରେ ଆରମ୍ଭ ହୋଇଥିବା ମି ଟୁ ଅଭିଯାନ ଜରିଆରେ ୨୦ରୁ ଅଧିକ ମହିଳା ସାମ୍ବାଦିକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆକବର ରାଜନୀତିରେ ପାଦ ଦେବା ପୂର୍ବରୁ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ।

ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରି ଆକବର କହିଛନ୍ତି, “ ଯେବେଠାରୁ ମୋ ବିରୋଧରେ ଅଭିଯୋଗ ଆସିଥିଲା, ସେବାଠାରୁ ମୁଁ ମୋର ବ୍ୟକ୍ତିଗତ କ୍ଷମତା ଅନୁଯାୟୀ ଆଇନ୍‌ର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଥିଲି। ଏଥିସହ ମନ୍ତ୍ରୀ ପଦ ଛାଡ଼ିବି ବୋଲି ଚିନ୍ତା କରିଥିଲି। ମନ୍ତ୍ରୀ ପଦ ଛାଡ଼ି ମୋ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣ କରିବି। ଖାସ୍‌ ସେଥିପାଇଁ ମୁଁ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଦେଶ ପାଇଁ କିଛି କରିବାର ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଦେଉଛି।”

ଏସିଆନ୍ ଏଜ୍‌ର ସମ୍ପାଦକ ଥିବା ବେଳେ ୬୭ ବର୍ଷୀୟ ଆକବର ତାଙ୍କ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କିଛି ମହିଳାଙ୍କୁ ଖରାପ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ୧୯୯୦ ମସିହାରେ ଘଟିଥିବା ଘଟଣା ସମ୍ପର୍କରେ ମହିଳା ସାମ୍ବାଦିକମାନେ ଏବେ ମୁହଁ ଖୋଲିଥିଲେ।

ପ୍ରଥମେ ପ୍ରିୟା ରମାନି ନାମକ ସାମ୍ବାଦିକ ଆକବର ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଆହୁରି ୧୬ରୁ ୧୭ ଜଣ ମହିଳା ସାମ୍ବାଦିକ ଆକବରଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ।

ଅଧିକ ପଢ଼ନ୍ତୁ: #MeToo: ଆକବରଙ୍କ ବିରୋଧରେ ଏକାଠି ହେଲେ ୨୦ ସାମ୍ବାଦିକ

ଏହାକୁ ନେଇ ବିବାଦ ଉପୁଜିବାରୁ ବିଭିନ୍ନ ମହଲରେ ଆକବରଙ୍କ ଇସ୍ତଫା ଦାବି ହୋଇଥିଲା। ତେବେ ବାରମ୍ବାର ଇସ୍ତଫା ଦେବାକୁ ମନା କରୁଥିବା ଆକବର ଶେଷରେ ନିଜର ମନ୍ତ୍ରୀ ପଦ ଛାଡ଼ିଛନ୍ତି।

ଅନ୍ୟପକ୍ଷରେ ପ୍ରିୟା ଆଣିଥିବା ଅଭିଯୋଗକୁ ଅମୂଳକ କହୁଥିବା ଆକବର ତାଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି।

ଅଧିକ ପଢ଼ନ୍ତୁ: #MeToo : ସାମ୍ବାଦିକ ପ୍ରିୟାଙ୍କ ନାଁରେ ମାନହାନି କେସ୍‌ କଲେ କେନ୍ଦ୍ରମନ୍ତ୍ରୀ ଆକବର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story