ଡ୍ରଗ୍ସ ଲିଙ୍କ: ଦୀପିକା, ରକୁଲପ୍ରୀତ ଓ ସାରାଙ୍କ ମୋବାଇଲ ଫୋନ ଜବତ

ମୁମ୍ବାଇ: ବଲିଉଡ ସହ ଡ୍ରଗ୍ସ ଲିଙ୍କ ଘଟଣାରେ ବଡ଼ ପଦକ୍ଷେପ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡର ଟପ୍‌ ଅଭିନେତ୍ରୀମାନଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଲେଖାଏ ଜେରା କରିବା ପରେ ଏବେ ସେମାନଙ୍କ ବ୍ୟକ୍ତିଗତ ମୋବାଇଲ ଫୋନକୁ ଏନସିବି ଜବତ କରିଛି। ବଲିଉଡ ଅଭିନେତ୍ରୀମାନେ ଗଞ୍ଜେଇ ଓ ଡ୍ରଗ୍ସ ସେବନ କରୁଥିବା ହ୍ୱାଟସଆପ ଚ୍ୟାଟରୁ ଜଣାପଡ଼ିଥିଲା। ଏହାପରେ ଏନସିବି ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କୁ ଶୁକ୍ରବାର ଦୀର୍ଘ ୪ ଘଣ୍ଟା ଜେରା କରିଥିଲା। ଆଜି ଦୀପିକା ପାଦୁକୋଣ, […]

ff

ff

Hemant Lenka
  • Published: Saturday, 26 September 2020
  • Updated: 26 September 2020, 10:48 PM IST

Sports

Latest News

ମୁମ୍ବାଇ: ବଲିଉଡ ସହ ଡ୍ରଗ୍ସ ଲିଙ୍କ ଘଟଣାରେ ବଡ଼ ପଦକ୍ଷେପ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡର ଟପ୍‌ ଅଭିନେତ୍ରୀମାନଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଲେଖାଏ ଜେରା କରିବା ପରେ ଏବେ ସେମାନଙ୍କ ବ୍ୟକ୍ତିଗତ ମୋବାଇଲ ଫୋନକୁ ଏନସିବି ଜବତ କରିଛି।

ବଲିଉଡ ଅଭିନେତ୍ରୀମାନେ ଗଞ୍ଜେଇ ଓ ଡ୍ରଗ୍ସ ସେବନ କରୁଥିବା ହ୍ୱାଟସଆପ ଚ୍ୟାଟରୁ ଜଣାପଡ଼ିଥିଲା। ଏହାପରେ ଏନସିବି ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କୁ ଶୁକ୍ରବାର ଦୀର୍ଘ ୪ ଘଣ୍ଟା ଜେରା କରିଥିଲା। ଆଜି ଦୀପିକା ପାଦୁକୋଣ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପୃଥକ ପୃଥକ ଭାବେ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚାରାଉଚରା କରିଥିଲେ।

ଜେରା ପରେ ସମସ୍ତଙ୍କୁ ଘରକୁ ଯିବାକୁ ଅନୁମତି ମିଳିଛି। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ଏନସିବି ଦୀପିକା, ସାରା ଓ ରକୁଲପ୍ରୀତଙ୍କ ଫୋନକୁ ଡ୍ରଗ୍ସ ଲିଙ୍କ ମାମଲାରେ ସିଜ୍‌ ବା ଜବତ କରିଛି। ଘଟଣା ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଏଭଳି ପଦକ୍ଷେପ ନେଇଛି।

କିନ୍ତୁ ଶ୍ରଦ୍ଧାଙ୍କ ଫୋନ ଜବତ ହୋଇଛି କି ନାହିଁ, ସେକଥା ଜଣାପଡ଼ିନାହିଁ। ଏହା ବ୍ୟତୀତ ଏନସିବି ଫ୍ୟାଶନ ଡିଜାଇନର ସିମୋନ ଖାମ୍ବାଟା ଓ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କ ମୋବାଇଲ ମଧ୍ୟ ଜବତ କରିଛି। ଏବେ ମୋବାଇଲ ଫୋନ ଜରିଆରେ ଏନସିବି ଡ୍ରଗ୍ସ ଓ ଗଞ୍ଜେଇ ଲିଙ୍କର ପେଡ଼ି ଖୋଲିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ଆଜି ଜେରା ବେଳେ ଶ୍ରଦ୍ଧା ଓ ସାରା ଡ୍ରଗ୍ସ ସେବନ ଅଭିଯୋଗୁ ଅସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story