ବଢ଼ିଲା ଆଶା, ଟିକାର ଅନୁମୋଦନ ପାଇଁ ଅନୁମତି ଲୋଡ଼ିବ ମଡର୍ଣ୍ଣା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଟିକା ମିଳିବାର ଆଶା ବଢ଼ିଛି। ଆମେରିକାର ଫାର୍ମା ଜିଆଣ୍ଟ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାରିକ ଅନୁମୋଦନ ପାଇଁ ଆମେରିକା ଓ ୟୁରୋପିଆନ ୟୁନିଅନ ନିକଟରେ ଆବେଦନ କରିବ ବୋଲି ଘୋଷଣା କରିଛି। କମ୍ପାନୀ କହିଛି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ସଂପୂର୍ଣ୍ଣ ଫିଟ୍‌। ଟିକାର ଚୂଡ଼ାନ୍ତ ପରୀକ୍ଷାର ରେଜଲ୍ଟ ଅନୁଯାୟୀ, କରୋନା ବିରୋଧରେ ଏହା ୯୪.୧% ସଫଳ ହୋଇପାରିଛି। ସେହିପରି […]

fe

fe

Hemant Lenka
  • Published: Monday, 30 November 2020
  • Updated: 30 November 2020, 07:27 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଟିକା ମିଳିବାର ଆଶା ବଢ଼ିଛି। ଆମେରିକାର ଫାର୍ମା ଜିଆଣ୍ଟ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାରିକ ଅନୁମୋଦନ ପାଇଁ ଆମେରିକା ଓ ୟୁରୋପିଆନ ୟୁନିଅନ ନିକଟରେ ଆବେଦନ କରିବ ବୋଲି ଘୋଷଣା କରିଛି।

କମ୍ପାନୀ କହିଛି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ସଂପୂର୍ଣ୍ଣ ଫିଟ୍‌। ଟିକାର ଚୂଡ଼ାନ୍ତ ପରୀକ୍ଷାର ରେଜଲ୍ଟ ଅନୁଯାୟୀ, କରୋନା ବିରୋଧରେ ଏହା ୯୪.୧% ସଫଳ ହୋଇପାରିଛି। ସେହିପରି ଗୁରୁତର ମାମଲାରେ ଏହା ୧୦୦% ଫଳପ୍ରଦ ସାବ୍ୟସ୍ତ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିକାର କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିନାହିଁ। ମଡର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ଡା. ତାଲ ଜ୍ୟାକ୍ସ କହିଛନ୍ତି, ଆମେ ଏମିତି ଏକ ଟିକା ପ୍ରସ୍ତୁତ କରିଛୁ, ଯାହା ବେଶ ସଫଳତାର ସହ କରୋନାକୁ ମାତ ଦେଇପାରୁଛି। ଏହାକୁ ପ୍ରମାଣ କରିବା ପାଇଁ ଆମ ପାଖରେ ତଥ୍ୟ ମଧ୍ୟ ରହିଛି।

ମହାମାରୀ କରୋନା ବିରୋଧରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଆମେ ଏବେ ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକାର ଫୁଡ ଆଣ୍ଡ ଟ୍ରଗ ଆଡମିନଷ୍ଟ୍ରେସନ ଓ ସର୍ତ୍ତମୂଳକ ମାର୍କେଟିଂ ଅନୁମୋଦନ ପାଇଁ ୟୁରୋପିଆନ ମେଡିସିନ ଏଜେନ୍ସି ନିକଟରେ ଆବେଦନ କରିବୁ। କରୋନାର ସବୁ ପ୍ରକାରର ମାମଲାରେ ଏହା ୯୪.୧% ସଫଳ ହୋଇପାରିଛି। ଟିକାର ଫେଜ-୨ ଟ୍ରାଏଲରେ ୩୦ ହଜାର ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story