ଆହୁରି ବିଳାସପୂର୍ଣ୍ଣ ହେବ ମୋଦିଙ୍କ ବିଦେଶ ଯାତ୍ରା, ବଦଳିବ ବିମାନର ରୂପରେଖ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ବିଦେଶ ଗସ୍ତ ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ଏବେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଭ୍ରମଣକୁ ଆହୁରୀ ବିଳାସପୂର୍ଣ୍ଣ କରାଯିବ। କାରଣ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଅପ୍‌ଗ୍ରେଡ୍ କରାଯିବ। ଏଥିପାଇଁ ଏୟାରଇଣ୍ଡିଆର ଦୁଇଟି ନୂଆ ବୋଇଙ୍ଗ୍ ୭୭୭ ବିମାନ ପୁଣିଥରେ ଆମେରିକା ଯିବ। ଏଥିପାଇଁ ୧,୧୦୦ କୋଟି ଟଙ୍କ। ଖର୍ଚ୍ଚ ହେବ। ଏହି ବିମାନଗୁଡ଼ିକରେ ମିଶାଇଲ୍ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକ କ୍ଷମତାଶାଳୀ କରାଯିବ। ଏଥିପାଇଁ ୧,୧୦୦ କୋଟି ଟଙ୍କ। ଖର୍ଚ୍ଚ ହେବ। ତେବେ ଏହି ଦୁଇଟି […]

modi-1

modi-1

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 05:39 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ବିଦେଶ ଗସ୍ତ ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ଏବେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଭ୍ରମଣକୁ ଆହୁରୀ ବିଳାସପୂର୍ଣ୍ଣ କରାଯିବ। କାରଣ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଅପ୍‌ଗ୍ରେଡ୍ କରାଯିବ। ଏଥିପାଇଁ ଏୟାରଇଣ୍ଡିଆର ଦୁଇଟି ନୂଆ ବୋଇଙ୍ଗ୍ ୭୭୭ ବିମାନ ପୁଣିଥରେ ଆମେରିକା ଯିବ। ଏଥିପାଇଁ ୧,୧୦୦ କୋଟି ଟଙ୍କ। ଖର୍ଚ୍ଚ ହେବ। ଏହି ବିମାନଗୁଡ଼ିକରେ ମିଶାଇଲ୍ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକ କ୍ଷମତାଶାଳୀ କରାଯିବ। ଏଥିପାଇଁ ୧,୧୦୦ କୋଟି ଟଙ୍କ। ଖର୍ଚ୍ଚ ହେବ। ତେବେ ଏହି ଦୁଇଟି ବିମାନ ଆମେରିକାକୁ ଗଲେ ବର୍ଷକୁ ୧୦୦ କୋଟି ଟଙ୍କ। କ୍ଷତି ହେବ।

ଏ ଯାଏଁ ଏହି ବିମାନଗୁଡ଼ିକ ଆସିବା ପରେ ଏହାକୁ କିଏ ସଞ୍ଚାଳନ କରିବ ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଭିଭିଆଇପି ସ୍କ୍ବାର୍ଡନ ଯିଏକି ବୋଇଙ୍ଗ ବିଜନେସ୍ ଜେଟ୍ ଓ ଏମ୍ୱ୍ରେୟର ଚଲାନ୍ତି ତାଙ୍କ ପାଖରେ ବଡ଼ ଆକାରର ବିମାନ ଚଲାଇବା ପାଇଁ ଦକ୍ଷ ପାଇଲଟ ନାହଁାନ୍ତି।

ଯେଉଁ ବିମାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯାତ୍ରା କରନ୍ତି ସେଥିରେ କନ୍‌ଫେରେନ୍ସ  ହଲ , ମିଟିଙ୍ଗ ପାଇଁ ଜାଗା, ବିଶ୍ରାମ କରିବା ପାଇଁ ଜାଗା ଓ ଅନେକ ସୁବିଧା ରହିଛି। ଏହା ବ୍ୟତୀତ ବିମାନରେ ମେଡିକାଲ ବ୍ୟବସ୍ଥା, ସୁରକ୍ଷା ତଥା ଅନ୍ୟାନ୍ୟ ଜରୁରୀ ସୁବିଧା ସବୁ ରହିଛି। ବୋଇଙ୍ଗ କଥା କହିଲେ ଏଥିରେ ୭୭୭-୩୦୦ ପ୍ରାୟ ୩୪୨ଟି ସିଟ୍ ଥାଏ। ଏଥିରୁ ୪ଟି ଫାଷ୍ଟକ୍ଲାସ, ୩୫ଟି ବିଜନେସ୍ କ୍ଲାସ ଓ ୩୦୩ଟି ଇକୋନୋମିକ୍ କ୍ଲାସ୍‌ ସିଟ୍ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos