ଇଭାଙ୍କାଙ୍କୁ କ’ଣ ଉପହାର ଦେଲେ ମୋଦି? ଏବେବି ସସ୍‌ପେନ୍ସ

ନୂଆଦିଲ୍ଲୀ: ଗ୍ଲୋବାଲ୍ ଏଣ୍ଟରପ୍ରିନିଓରସିପ୍ ସମିଟରେ ଯୋଗଦେବାକୁ ହାଇଦ୍ରାବାଦ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏକ କାଠବାକ୍ସ ଉପହାର ଦେଇଛନ୍ତି। ଏହି କାଠବକ୍ସରେ ଗୁଜରାତର ପାରମ୍ପରିକ କାରୁକାର୍ଯ୍ୟ ଖୋଦେଇ କରାଯାଇଛି। ଏହି କଳା କାରିଗରୀ ସଦେଲି ହସ୍ତଶିଳ୍ପ ନାମରେ ଜଣାଶୁଣା। ଏହି ହସ୍ତଶିଳ୍ପ ସୁରତର ଆଖପାଖ ଅଞ୍ଚଳରେ ଦେଖାଯାଇଥାଏ। ଇଭାଙ୍କାଙ୍କ ହାଇଦ୍ରାବାଦ ଗସ୍ତକୁ ସ୍ମରଣୀୟ କରାଇବା ସକାସେ ମୋଦି ତାଙ୍କୁ ଏ ଉପହାରଟି  ଦେଇଥିବା ଜଣାପଡ଼ିଛି। ତେବେ […]

nn

nn

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 02:10 PM IST

ନୂଆଦିଲ୍ଲୀ: ଗ୍ଲୋବାଲ୍ ଏଣ୍ଟରପ୍ରିନିଓରସିପ୍ ସମିଟରେ ଯୋଗଦେବାକୁ ହାଇଦ୍ରାବାଦ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏକ କାଠବାକ୍ସ ଉପହାର ଦେଇଛନ୍ତି। ଏହି କାଠବକ୍ସରେ ଗୁଜରାତର ପାରମ୍ପରିକ କାରୁକାର୍ଯ୍ୟ ଖୋଦେଇ କରାଯାଇଛି। ଏହି କଳା କାରିଗରୀ ସଦେଲି ହସ୍ତଶିଳ୍ପ ନାମରେ ଜଣାଶୁଣା। ଏହି ହସ୍ତଶିଳ୍ପ ସୁରତର ଆଖପାଖ ଅଞ୍ଚଳରେ ଦେଖାଯାଇଥାଏ।

ଇଭାଙ୍କାଙ୍କ ହାଇଦ୍ରାବାଦ ଗସ୍ତକୁ ସ୍ମରଣୀୟ କରାଇବା ସକାସେ ମୋଦି ତାଙ୍କୁ ଏ ଉପହାରଟି  ଦେଇଥିବା ଜଣାପଡ଼ିଛି। ତେବେ ଏହି ବେକ୍ସରେ କ’ଣ ଅଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ? ମୋଦି ହୁଏତ କାରୁକାର୍ଯ୍ୟ ଭରା ଏହି ବାକ୍ସଟିକୁ ଏକ ଗିଫ୍ଟ ହିସାବରେ ଇଭାଙ୍କା ଦେଇଥାଇ ପାରନ୍ତି। ଆଉ କେତେକ କହୁଛନ୍ତି, ମୋଦିଜୀ କେବେ ଖାଲି କାଠ ବକ୍ସ ଉପହାର ଦେଇ ନ ଥିବେ। ନିଶ୍ଚିତ ଭାବରେ ତା’ ଭିତରେ କିଛି ଆକର୍ଷଣୀୟ ଦାମି ଆଇଟମ୍‌ ଥିବ। ହୁଏତ ଗୁଜରାଟୀ ଶାଢ଼ୀ କିମ୍ବା ଅନ୍ୟ କିଛି ହସ୍ତକଳା ବାକ୍ସରେ ରହିଥାଇପାରେ।

ସେହିପରି ଗ୍ଲୋବାଲ୍ ଏଣ୍ଟରପ୍ରିନିଓରସିପ କାର୍ଯ୍ୟକ୍ରମରେ ଇଭାଙ୍କା ପିନ୍ଧିଥିବା ସବୁଜ ରଙ୍ଗର ଡ୍ରେସକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା। କେତେକ ଲୋକ ଇଭାଙ୍କାଙ୍କ  ଡ୍ରେସକୁ ପ୍ରଶଂସା  କରିଥିଲେ ତ ଓ କେତେକ ଲୋକ  କେଉଁ ପ୍ରକାର ଡ୍ରେସ୍‌ ବୋଲି ପ୍ରଶ୍ନ କରିଥିଲେ?

ଗତକାଲି ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ଗ୍ଲୋବାଲ୍ ଏଣ୍ଟରପ୍ରିନିଓରସିପ୍ ସମିଟ୍- GES  2017 ୧୬୦ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇଭାଙ୍କା ମିଳିତ  ଭାବେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ।  ଏହି ଅବସରରେ ଇଭାଙ୍କା ମୋଦିଙ୍କୁ  ପ୍ରଶଂସା କରିଥିଲେ। ସେ ତାଙ୍କ ଜୀବନ କାହାଣୀ ଓ ଚଳଣୀ ଦ୍ୱାରା ଖବ୍‌ ବେଶ୍‌ ପ୍ରଭାବିତ ହୋଇଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story