ମୋଦି ମୋଦି ନାରାରେ ଫାଟିଲା ପ୍ୟାରିସ୍‌ର ହଲ୍

ପ୍ୟାରିସ୍‌: ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍‌ ଠାରେ ଥିବା ୟୁନେସ୍କୋ ମୁଖ୍ୟାଳୟ ଠାରେ ପ୍ରବାସୀ ଭାରତୀୟ ନାଗରିକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ନିଜ ସରକାରଙ୍କ ସଫଳତା କଥା ବଖାଣିଥିଲେ। ମୋଦି ନିଜ ସରକାରଙ୍କ ସମ୍ପର୍କରେ କହିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବାରମ୍ବାର ‘ମୋଦି ମୋଦି’ ନାରା ଦେଇଥିଲେ। ଆଉ କିଛି ମୋଦି ସମର୍ଥକମାନେ ‘ମୋଦି ହୈ ତୋ, ମୁମକିନ ହୈ’ ବୋଲି ନାରା ମଧ୍ୟ ଦେଇଥିଲେ। ମୋଦି […]

sds

sds

Hemant Lenka
  • Published: Friday, 23 August 2019
  • Updated: 23 August 2019, 05:55 PM IST

Sports

Latest News

ପ୍ୟାରିସ୍‌: ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍‌ ଠାରେ ଥିବା ୟୁନେସ୍କୋ ମୁଖ୍ୟାଳୟ ଠାରେ ପ୍ରବାସୀ ଭାରତୀୟ ନାଗରିକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ନିଜ ସରକାରଙ୍କ ସଫଳତା କଥା ବଖାଣିଥିଲେ। ମୋଦି ନିଜ ସରକାରଙ୍କ ସମ୍ପର୍କରେ କହିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବାରମ୍ବାର 'ମୋଦି ମୋଦି' ନାରା ଦେଇଥିଲେ। ଆଉ କିଛି ମୋଦି ସମର୍ଥକମାନେ 'ମୋଦି ହୈ ତୋ, ମୁମକିନ ହୈ' ବୋଲି ନାରା ମଧ୍ୟ ଦେଇଥିଲେ।

ମୋଦି କହିଛନ୍ତି, “ଟ୍ରିପଲ ତଲାକ ବ୍ୟବସ୍ଥା ମାନବଜାତି ପାଇଁ କଳଙ୍କ ଥିଲା। ଏହାକୁ ଆମେ ହଟାଇବାରେ ସକ୍ଷମ ହୋଇଛୁ। ପୂର୍ବରୁ ଯେଉଁ ସବୁ ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ଲାଗୁଥିଲା, ଏବେ ସେଗୁଡ଼ିକ ପୂରଣ ହେବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ଦେଶର ପ୍ରଚଳିତ ଥିବା ବିଭିନ୍ନ କୁପ୍ରଥାକୁ ଆମେ ବନ୍ଦ କରିବାରେ ସକ୍ଷମ ହୋଇଛୁ। ସମ୍ବିଧାନରେ ଅସ୍ଥାୟୀ ଭାବେ ଥିବା ଧାରାକୁ ଉଚ୍ଛେଦ କରି ବିକାଶର ନୂଆ ପଥ ପ୍ରସ୍ତୁତ କରିଛୁ।

ଭାରତରେ 'ଅସ୍ଥାୟୀ'ର କୌଣସି ସ୍ଥାନ ନାହିଁ। ୨୦୧୯ରେ ଆମକୁ ଯେଉଁ ଜନମତ ମିଳିଛି, ତାହା କେବଳ ଭାରତକୁ ଚଳାଇବା ପାଇଁ ନୁହେଁ ବରଂ ଏକ ନୂଆ ଭାରତ ଗଠନ ପାଇଁ ଉଦ୍ଦିଷ୍ଟ। ଗତ ୫ ବର୍ଷ ମଧ୍ୟରେ ସବୁ ବର୍ଗର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। ଫଳରେ ସେମାନେ ଆମକୁ ସମର୍ଥନ କରିଥିଲେ। ଏବେ ନୂଆ ଭାରତରେ ଦୁର୍ନୀତିକୁ ଆଦୌ ପ୍ରୋତ୍ସାହନ ମିଳିବ ନାହିଁ କିମ୍ବା ପରିବାରବାଦ ଓ ପ୍ରୀୟାପ୍ରୀତି ତୋଷଣକୁ ସୁଯୋଗ ମିଳିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story