ମୋଦିଙ୍କ ଜଲୱା, ୪୦ ମିନିଟ୍‌ରେ କଲେ ୨୪ ଆସନ

ରାଞ୍ଚି: ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ରାଞ୍ଚିଠାରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଯୋଗ ଶିବିରର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ତେବେ ଏହି ଶିବିରରେ ମୋଦି ମାତ୍ର ୪୦ ମିନିଟ୍‌ରେ ୨୪ଟି ଯୋଗାସନ କରି ସେଠାରେ ଉପସ୍ଥିତ ଥିବା ଯୁବ,ପିଲା ଓ ବରିଷ୍ଠ ନାଗରିକମାନଙ୍କୁ ଚମକାଇ ଦେଇଥିଲେ। ସ୍ଥାନୀୟ ‘ପ୍ରଭାତ ତାରା ମଇଦାନ’ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ମୋଦି ଖୁବ୍‌ କମ୍‌ ସମୟରେ […]

ui

ui

Hemant Lenka
  • Published: Friday, 21 June 2019
  • Updated: 21 June 2019, 04:53 PM IST

Sports

Latest News

ରାଞ୍ଚି: ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ରାଞ୍ଚିଠାରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଯୋଗ ଶିବିରର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ତେବେ ଏହି ଶିବିରରେ ମୋଦି ମାତ୍ର ୪୦ ମିନିଟ୍‌ରେ ୨୪ଟି ଯୋଗାସନ କରି ସେଠାରେ ଉପସ୍ଥିତ ଥିବା ଯୁବ,ପିଲା ଓ ବରିଷ୍ଠ ନାଗରିକମାନଙ୍କୁ ଚମକାଇ ଦେଇଥିଲେ।

ସ୍ଥାନୀୟ 'ପ୍ରଭାତ ତାରା ମଇଦାନ' ଠାରେ ଆୟୋଜିତ ଏହି ଯୋଗ ଶିବିରରେ ମୋଦି ଖୁବ୍‌ କମ୍‌ ସମୟରେ ଅଧିକ ଆସନ କରିଥିଲେ ହେଁ ଗୋଟିଏ ହେଲେ ବି ଭୁଲ କରି ନଥିଲେ। ଆଜି ମୋଦି ବଜ୍ରାସନ, ପଶ୍ଚିମୋତ୍ତାସନ, ମତ୍ସାସନ, ତାଡ଼ାସନ, ସେତୁ ବନ୍ଧ ସର୍ବାଙ୍ଗାସନ, ବ୍ରିକସାସନ, ବୀରଭଦ୍ରାସନ, ସଭାସନ ଓ ପ୍ରାଣାୟମ କରିଥିଲେ। ଏହି ଯୋଗାଭ୍ୟାସ କରିବା ବେଳେ ମୋଦି ଗୋଲାପି -ଧଳା ପ୍ରିଣ୍ଟର ଏକ ଟି-ଶାର୍ଟ, ଧଳା ପାଇଜାମା ଓ ଧଳା ରଙ୍ଗର ଜୋତା ପିନ୍ଧିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story