ଲକଡାଉନ ଯାଇଛି, ହେଲେ କରୋନାର ବିପଦ ଟଳିନି କହିଲେ ମୋଦି

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ କରୋନା ସଂକ୍ରମଣ କମିଛି। ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ଲକଡାଉନ ହଟାଯାଇଛି। ହେଲେ ଦେଶରୁ କରୋନା ଭାଇରସ ଏଯାଏ ଯାଇ ନାହିଁ। କରୋନା ବିପଦ ଏବେ ବି ଦେଶରେ ରହିଛି। ଆମକୁ ପୂର୍ବଭଳି ସତର୍କ ରହିବାକୁ ପଡ଼ିବ। ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ ଆମ ସମସ୍ତଙ୍କୁ ଅଧିକ ସଜାଗ ହେବାକୁ ପଡ଼ିବ ବୋଲି ଆଜି ଦେଶବାସୀଙ୍କୁ ସମ୍ବୋଧନ […]

uh

uh

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 07:45 PM IST

Sports

Latest News

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ କରୋନା ସଂକ୍ରମଣ କମିଛି। ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ଲକଡାଉନ ହଟାଯାଇଛି। ହେଲେ ଦେଶରୁ କରୋନା ଭାଇରସ ଏଯାଏ ଯାଇ ନାହିଁ। କରୋନା ବିପଦ ଏବେ ବି ଦେଶରେ ରହିଛି। ଆମକୁ ପୂର୍ବଭଳି ସତର୍କ ରହିବାକୁ ପଡ଼ିବ। ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ ଆମ ସମସ୍ତଙ୍କୁ ଅଧିକ ସଜାଗ ହେବାକୁ ପଡ଼ିବ ବୋଲି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆଜି ଠିକ୍‌ ସନ୍ଧ୍ୟା ୬ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ସେ କହିଛନ୍ତି, ଜନତା କର୍ଫ୍ୟୁଠାରୁ ଆରମ୍ଭ କରି ଆଜି ଯାଏ କରୋନା ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତିକୁ ଲୋକମାନେ ବେଶ ସାହାସର ସହ ମୁକାବିଲା କରିଛନ୍ତି। ପାର୍ବଣ ଯୋଗୁ ମାର୍କେଟ ଗୁଡ଼ିକ ଚଳଚଞ୍ଚଳ ହୋଇଛି। ଲକଡାଉନ ଚାଲି ଯାଇଛି ସତ। ହେଲେ କରୋନା ବିପଦ ଟଳିନାହିଁ। ଅଧିକାଂଶ ଲୋକ କରୋନା କଟକଣା ମାନୁ ଥିବା ବେଳେ କିଛି ଲୋକ ଅବହେଳା କରୁଛନ୍ତି। ଏଭଳି ବେପରୁଆ ନୀତି ଦ୍ୱାରା ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା ରହିଛି। ଏଥିସହ ଅମାନିଆଙ୍କ ପାଇଁ ତାଙ୍କ ପରିବାର ଲୋକ ମଧ୍ୟ ବିପଦରେ ପଡ଼ିବାର ଆଶଙ୍କା ରହିଛି।

ଯଦି କେହି ବିନା ମାସ୍କରେ ଘରୁ ବାହାରୁଛନ୍ତି, ତା’ହେଲେ ସେ ତାଙ୍କ ପରିବାର ଲୋକଙ୍କ ପାଇଁ ବିପଦ ଆଣୁଛନ୍ତି। କରୋନା ଟିକା ନ ଆସିବା ଯାଏ, ଆମକୁ ସତର୍କ ରହିବାକୁ ପଡ଼ିବ। ବିଶ୍ୱର ବଡ଼ବଡ଼ ବିକଶିତ ଦେଶ ତୁଳନାରେ ଭାରତର କରୋନା ସ୍ଥିତି ବେଶ ଭଲ। ଆମେରିକା ଓ ବ୍ରାଜିଲ ଭଳି ଦେଶରେ କରୋନା ଯେଉଁଭଳି ବ୍ୟାପିଥିଲା, ସତର୍କତା କାରଣରୁ ଭାରତ କରୋନାକୁ ରୋକିବାରେ ସଫଳ ହୋଇଛି। ତେଣୁ ନିୟନ୍ତ୍ରିତ ସ୍ଥିତିକୁ କେବେ ହେଲେ ଆମେ ବିଗିଡ଼ିବାକୁ ଦେବାନାହିଁ। ଭାରତରେ ପ୍ରତି ୧୦ ଲକ୍ଷରେ ମୃତ୍ୟୁସଂଖ୍ୟା ୮୩ ରହିଛି। ବିଶ୍ୱର ଯେଉଁ ସବୁ ରାଷ୍ଟ୍ରରେ କରୋନା ପ୍ରକୋପ କମିଥିଲା। ଏବେ ପୁଣି ଭୟଙ୍କର ଭାବେ ବଢ଼ୁଛି। ତେଣୁ ଆମକୁ ଏହାକୁ ଦୃଷ୍ଟିରେ ରଖିବାକୁ ପଡ଼ିବ।

ବିଶ୍ୱର ସବୁ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟିକା ବାହାର କରିବାରେ ଲାଗିଛନ୍ତି। ଭାରତରେ ମଧ୍ୟ ଏକାଧିକ ଟିକାର ପରୀକ୍ଷଣ କରାଯାଉଛି। କିଛି ଟିକା ମଧ୍ୟ ଶେଷ ପର୍ଯ୍ୟାୟରେ ରହିଛି। ସରକାର କରୋନା ଟିକା ଆସିଲେ, ଏହା କେମିତି ତୁରନ୍ତ ସବୁ ଭାରତୀୟଙ୍କ ପାଖରେ ପହଞ୍ଚିବ, ତା’ ଉପରେ କାର୍ଯ୍ୟ କରୁଛନ୍ତି। ତେଣୁ ସେତେଦିନ ଯାଏ ଆମକୁ ମାସ୍କ ପିନ୍ଧିବାକୁ ପଡ଼ିବ, ସାମାଜିକ ଦୂରତା ସହ ବାରମ୍ବାର ହାତ ଧୋଇବା ଅଭ୍ୟାସକୁ ଜାରି ରଖିବାକୁ ପଡ଼ିବ।

ପାପ, ଭୁଲ ଓ ବେମାରୀକୁ କେବେ ହେଲେ ଛୋଟ ଭାବିବା ଉଚିତ ନୁହେଁ। ଯେଉଁ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ ଅବହେଳା ନାହିଁ। ସମସ୍ତେ ନିଜ ନିଜ ସ୍ତରରେ କରୋନା ପାଇଁ ସଚେତନ ହେବା ଦରକାର। ମିଡିଆ ଓ ସୋଶାଲ ମିଡିଆ ବ୍ୟବହାରକାରୀ ଯଥା ସମ୍ଭବ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ଉଚିତ ବୋଲି ମୋଦି କହିଛନ୍ତି।

ଏଥିସହ ସେ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story