ହ୍ୱାଇଟ୍‌ ହାଉସ୍‌ରେ ଟ୍ରମ୍ପଙ୍କ ସହ ଡିନର କରିବାରେ ମୋଦି ହେବେ ପ୍ରଥମ ବିଶ୍ୱ ନେତା

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ। ଏହି ଅବସରରେ ପରସ୍ପରକୁ ଜାଣିବା ପାଇଁ ଉଭୟଙ୍କୁ ପାଞ୍ଚ ଘଣ୍ଟା ସମୟ ମିଳିବ। ଦିନ ପ୍ରାୟ ସାଢ଼େ ୩ଟା ବେଳେ ଦୁହିଁଙ୍କ ମଧ୍ୟରେ ୱାନ୍‌ ଟୁ ୱାନ୍ ଆଲୋଚନା ହେବ। ତା’ପରେ ଉଭୟେ ଗଣମାଧ୍ୟମ ସମ୍ମୁଖକୁ ଆସିବେ ଓ ଫଟୋ ଉଠାଇବେ। ଏହା ପରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା ହେବ। ଏହା ପରେ […]

modi

modi

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 09:34 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ। ଏହି ଅବସରରେ ପରସ୍ପରକୁ ଜାଣିବା ପାଇଁ ଉଭୟଙ୍କୁ ପାଞ୍ଚ ଘଣ୍ଟା ସମୟ ମିଳିବ। ଦିନ ପ୍ରାୟ ସାଢ଼େ ୩ଟା ବେଳେ ଦୁହିଁଙ୍କ ମଧ୍ୟରେ ୱାନ୍‌ ଟୁ ୱାନ୍ ଆଲୋଚନା ହେବ। ତା’ପରେ ଉଭୟେ ଗଣମାଧ୍ୟମ ସମ୍ମୁଖକୁ ଆସିବେ ଓ ଫଟୋ ଉଠାଇବେ। ଏହା ପରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା ହେବ। ଏହା ପରେ କକ୍‌ଟେଲ୍ ରିସେପ୍‌ସନ୍‌ର ଆୟୋଜନ କରାଯାଇଛି। ଏହି ଦିନର ଶେଷ ହ୍ୱାଇଟ୍ ହାଉସ୍‌ରେ ଡିନର୍ ସହ ଶେଷ ହେବ। ଆଉ ଏହା ସହିତ ମୋଦିଙ୍କ ନାଁରେ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଯିବ। ସେ ହେବେ ଟ୍ରମ୍ପଙ୍କ ସହ ହ୍ୱାଇଟ୍ ହାଉସ୍‌ରେ ଡିନର କରିବାରେ ପ୍ରଥମ ବିଦେଶୀ ନେତା।

ମୋଦିଙ୍କ ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ଆତଙ୍କବାଦ ସମସ୍ୟା ସଂପର୍କରେ ଆଲୋଚନା ହେବ। ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣ ପାଇଁ ଭାରତକୁ ସାହାଯ୍ୟ କରିବା ସଂପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ମୋଦି ଆଜିଠାରୁ ଚାରି ଦିନିଆ ବିଦେଶ ଗସ୍ତରେ ଯାତ୍ରା କରିଛନ୍ତି। ସେ ଆମେରିକା ସହିତ ପୁର୍ତ୍ତଗାଲ ଓ ନେଦରଲ୍ୟାଣ୍ଡ ଯାତ୍ରା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story