ମା’ର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବାକୁ ହତ୍ୟାକାରୀ ପୁଅର କୋର୍ଟରେ ଆବେଦନ

ମୁମ୍ବାଇ: ମା’କୁ ହତ୍ୟାକରି ଜେଲରେ ଥିବା  ପୁଅର କୋର୍ଟରେ ଆବେଦନ। ନିଜ ମା’ର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବା ପାଇଁ ଜଣେ ୨୧ ବର୍ଷୀୟ ପୁଅ  କୋର୍ଟରେ ଆବେଦନ କରିଛି। ଗତ ବର୍ଷ ନିଜ ମାକୁ ହତ୍ୟା କରିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତକୁ ଗତ ବର୍ଷ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତେବେ ଆଗାମୀ ୧୨ ତାରିଖରେ ତା’ ମା’ର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସମ୍ପୃକ୍ତ […]

ggg

ggg

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 05:22 PM IST

Sports

Latest News

ମୁମ୍ବାଇ: ମା’କୁ ହତ୍ୟାକରି ଜେଲରେ ଥିବା  ପୁଅର କୋର୍ଟରେ ଆବେଦନ। ନିଜ ମା’ର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବା ପାଇଁ ଜଣେ ୨୧ ବର୍ଷୀୟ ପୁଅ  କୋର୍ଟରେ ଆବେଦନ କରିଛି। ଗତ ବର୍ଷ ନିଜ ମାକୁ ହତ୍ୟା କରିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତକୁ ଗତ ବର୍ଷ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତେବେ ଆଗାମୀ ୧୨ ତାରିଖରେ ତା’ ମା’ର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସମ୍ପୃକ୍ତ ଯୁବକ। ଅଭିଯୋଗ ଅନୁଯାୟୀ ଗତ ବର୍ଷ ମେ ୨୩ ତାରିଖରେ ସିଦ୍ଧାନ୍ତ ଗାନୋର ନାମକ ସମ୍ପୃକ୍ତ ଯୁବକ ନିଜ  ମା’ର ବେକ, ଛାତି ଏବଂ ହାତକୁ  ୧୨ ଥର ଭୁଷି ହତ୍ୟା କରିଥିଲା। ଖାଲି ସେତିକି ନୁହଁ ହତ୍ୟା ପରେ  ଶବ ଉପରେ ସିଦ୍ଧାନ୍ତ ରକ୍ତରେ ଲେଖିଥିଲେ। ସେ ଲେଖିଥିଲେ ଯେ, ମତେ ଧରି ଫାଶୀ ଦିଅ।  ଘଟଣା ପରେ ସିଦ୍ଧାନ୍ତ ଫେରାର ହୋଇଯିବା ସହ ଘଟଣାର ୨ ଦିନ ପରେ ଯୋଧପୁର ରେଲୱେ ଷ୍ଟେସନ ନିକଟସ୍ଥ ଏକ ହୋଟେଲରୁ ସିଦ୍ଧାନ୍ତକୁ ଗିରଫ କରିଥିଲା ପୋଲିସ।

ଏବେ ମାମଲା ବିଚରାଧୀନ ଥିବା ବେଳେ  ସିଦ୍ଧାନ୍ତ ଏବେ ଜେଲରେ ଅଛନ୍ତି। ପୂର୍ବରୁ ସିଦ୍ଧାନ୍ତ ଜାମିନ ପାଇଁ କରିଥିବା ଆବେଦନ ସେସନ କୋର୍ଟରେ ଖାରଜ ହୋଇଯାଇଛି। ପ୍ରତିପକ୍ଷ ଓକିଲ କହିବା ଅନୁଯାୟୀ ସିଦ୍ଧାନ୍ତ ଜଣେ ମାନସିକ ବିକୃତ ରୋଗୀ। ତେଣୁ ତାଙ୍କୁ ଜାମିନ ମିଳୁ ବୋଲି ଦାବି କରାଯାଇଥିଲା। ହେଲେ ପୋଲିସ କହିବା ଅନୁଯାୟୀ, ହତ୍ୟାକାଣ୍ଡ ପରେ ନିଜ ମାର ଶବ ଉପରେ ରକ୍ତରେ ଲେଖିବା ଦର୍ଶାଉଛି ଅଭିଯୁକ୍ତ ଯୋଜନାମୁତାବକ ମର୍ଡ଼ର କରିଛି ଏବଂ ସେ କୌଣସି ପାଗଳ ନୁହଁ।

ଏହି ମାମଲାରେ ଅଗଷ୍ଟ ୨୦୧୭ରେ ଭକୋଲା ପୋଲିସ ବାନ୍ଦ୍ରା ମାଜିଷ୍ଟ୍ରେଟ୍‌ କୋର୍ଟରେ ୧୭୨ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ଏଥିସହ ବିଭିନ୍ନ କାରିପାର୍ଶିକ ପ୍ରମାଣକୁ ସଂଗ୍ରହ କରି କୋର୍ଟରେ ଉପସ୍ଥାପନ କରିଥିଲା ପୋଲିସ। ଅନ୍ୟପକ୍ଷରେ ସେ ସମରେ ଗଣମାଧ୍ୟମକୁ ମନ୍ତବ୍ୟ ଦେବା ବେଳେ ମାକୁ ହତ୍ୟା କରିବା ନେଇ ତାଙ୍କ ମନରେ କୌଣସି ଦୁଃଖ କି ଅବସୋସ ନ ଥିଲା।  ସେତେ ବେଳେ ସିଦ୍ଧାନ୍ତ କହିଥିଲେ ଯେ ଘରେ ମା ସବୁବେଳେ କଳିଝଗଡ଼ା କରୁଥିଲେ। ଯେଉଁଥି ପାଇଁ ବାପା ଘର ଛାଡ଼ି ପଳାଇଲେ।  ତେଣୁ  ମା’କୁ ମାରିଦେଲେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story