ସପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ୩୭ରୁ ଅଧିକ ମୃତ

ନୂଆଦିଲ୍ଲୀ: ଋଷର ସାଇବୋରିୟାଇ ସହର କେମରୋଫାର ଏକ ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଋଷ ମିଡ଼ିଆ ମୁତାବକ ଅନେକ ଲୋକ ଏବେ ମଧ୍ୟ ମଲ୍‌ରେ ଫସି ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ୱିଣ୍ଟର ଚେରୀ ମଲ୍‌ର ଚତୁର୍ଥ ମହଲାରୁ ଏହି ନିଆଁ ଲାଗିଥିଲା। ଏହି ଫ୍ଲୋରରେ ଏଣ୍ଟରଟେନ୍‌ମେଣ୍ଟ୍‌ କମ୍ପ୍ଲେକ୍ସ ଓ ଏକ ମୁଭି ଥିଏଟର ରହିଛି। କୁହାଯାଉଛି, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକ ମୁଭି ହଲ୍‌ ଭିତରେ […]

fair

fair

Rakesh Mallick
  • Published: Monday, 26 March 2018
  • Updated: 26 March 2018, 12:20 PM IST

Sports

Latest News

ନୂଆଦିଲ୍ଲୀ: ଋଷର ସାଇବୋରିୟାଇ ସହର କେମରୋଫାର ଏକ ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଋଷ ମିଡ଼ିଆ ମୁତାବକ ଅନେକ ଲୋକ ଏବେ ମଧ୍ୟ ମଲ୍‌ରେ ଫସି ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ୱିଣ୍ଟର ଚେରୀ ମଲ୍‌ର ଚତୁର୍ଥ ମହଲାରୁ ଏହି ନିଆଁ ଲାଗିଥିଲା। ଏହି ଫ୍ଲୋରରେ ଏଣ୍ଟରଟେନ୍‌ମେଣ୍ଟ୍‌ କମ୍ପ୍ଲେକ୍ସ ଓ ଏକ ମୁଭି ଥିଏଟର ରହିଛି। କୁହାଯାଉଛି, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକ ମୁଭି ହଲ୍‌ ଭିତରେ ଥିଲେ। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଜୀବନ ବଞ୍ଚାଇବାକୁ ଚତୁର୍ଥ ମହଲାରୁ ଲୋକେ ଡେଉଁ ଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story