୨୦୨୧ ସୁଦ୍ଧା ଅଧିକାଂଶ ଲୋକଙ୍କୁ ମିଳିବନି କରୋନା ଟିକା

ଲଣ୍ଡନ: ଚଳିତ ବର୍ଷ କରୋନା ସଂକ୍ରମଣରୁ ଲୋକଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ଯଦି ବି କରୋନାକୁ ମାତ୍‌ ଦେଇ ପାରୁଥିବା କୌଣସି ଟିକା ବଜାରକୁ ଆସୁଛି, ତଥାପି ୨୦୨୧ ସୁଦ୍ଧା ଅଧିକାଂଶ ଲୋକଙ୍କ ଟିକାକରଣ କରାଯାଇ ପାରିବ ନାହିଁ। ନୂଆବର୍ଷରେ କିମ୍ବା ନୂଆ ବର୍ଷ ପରେ ସବୁ ଲୋକଙ୍କର ଟିକା କରଣ କରାଯିବ ବୋଲି ଆଜି ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକୋକ୍‌ କହିଛନ୍ତି। ସେ କହିଛନ୍ତି, ସରକାର ଦେଶରେ କରୋନା ଟିକାର ପରୀକ୍ଷାକୁ ଜୋରଦାର କରିଛନ୍ତି। […]

y

y

Hemant Lenka
  • Published: Monday, 16 November 2020
  • Updated: 16 November 2020, 04:08 PM IST

Sports

Latest News

ଲଣ୍ଡନ: ଚଳିତ ବର୍ଷ କରୋନା ସଂକ୍ରମଣରୁ ଲୋକଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ଯଦି ବି କରୋନାକୁ ମାତ୍‌ ଦେଇ ପାରୁଥିବା କୌଣସି ଟିକା ବଜାରକୁ ଆସୁଛି, ତଥାପି ୨୦୨୧ ସୁଦ୍ଧା ଅଧିକାଂଶ ଲୋକଙ୍କ ଟିକାକରଣ କରାଯାଇ ପାରିବ ନାହିଁ। ନୂଆବର୍ଷରେ କିମ୍ବା ନୂଆ ବର୍ଷ ପରେ ସବୁ ଲୋକଙ୍କର ଟିକା କରଣ କରାଯିବ ବୋଲି ଆଜି ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକୋକ୍‌ କହିଛନ୍ତି।

ସେ କହିଛନ୍ତି, ସରକାର ଦେଶରେ କରୋନା ଟିକାର ପରୀକ୍ଷାକୁ ଜୋରଦାର କରିଛନ୍ତି। ଆମର ଆଶା ଟିକା ଖୁବଶୀଘ୍ର ଉପଲବ୍ଧ ହେବ। ଟିକା ଚଳିତ ବର୍ଷ ମିଳିବାକୁ ଥିଲେ ହେଁ ଅଧିକାଂଶ ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଆମେ ଆଶା ରଖିଛୁ ନୂଆବର୍ଷରେ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରିବୁ।

ଟିକା ମିଳିବା ମାତ୍ରେ ଏହାକୁ ବଜାରକୁ ଛଡ଼ାଯିବ। ବ୍ରିଟେନର ବିଭିନ୍ନ ଭାଗର ପ୍ରଶାସନିକ ଅଧିକାରମାନେ ନିୟମ ପ୍ରଣୟନ କରିବେ। ଏହି ନିୟମ ପାଳନ କରି ଲୋକମାନେ ଖ୍ରୀଷ୍ଟମାସରେ ପରସ୍ପରକୁ ଭେଟିପାରିବେ। ଖ୍ରୀଷ୍ଟମାସକୁ ସ୍ୱାଭାବିକ ଭାବେ ପାଳନ କରିବା ପାଇଁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story