୩୦ ସେକେଣ୍ଡରେ କରୋନାକୁ ମାରୁଛି ମାଉଥୱାଶ!

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ମାଉଥୱାଶ ସବୁଠାରୁ ପ୍ରଭାବୀ ଅସ୍ତ୍ର। ମାଉଥୱାଶ ଦ୍ୱାରା କରୋନା ଭାଇରସ ମାତ୍ର ୩୦ ସେକେଣ୍ଡରେ ମରି ଯାଉଛି ବୋଲି ନୂଆ ଗବେଷଣାରୁ ଜଣାପଡ଼ିଛି। ବ୍ରିଟେନରେ ଥିବା କାର୍ଡିଫ ବିଶ୍ୱବିଦ୍ୟାଳୟ କରିଥିବା ଗବେଷଣା ଅନୁଯାୟୀ, ଲ୍ୟାବ ମଧ୍ୟରେ ମାଉଥୱାଶ ମାଧ୍ୟମରେ କରୋନା ଭାଇରସକୁ ୩୦ ସେକେଣ୍ଡ ମଧ୍ୟରେ ମରାଯାଇ ପାରିଛି। ପ୍ରାଥମିକ ଭାବେ କାଯାଇଥିବା କ୍ଲିନିକାଲ୍‌ ଟ୍ରାଏଲ ବେଳେ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି, ସେଟିପାଇରିଡିନିୟମ କ୍ଲୋରାଇଡ (CPC) […]

fgh

fgh

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 10:18 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ମାଉଥୱାଶ ସବୁଠାରୁ ପ୍ରଭାବୀ ଅସ୍ତ୍ର। ମାଉଥୱାଶ ଦ୍ୱାରା କରୋନା ଭାଇରସ ମାତ୍ର ୩୦ ସେକେଣ୍ଡରେ ମରି ଯାଉଛି ବୋଲି ନୂଆ ଗବେଷଣାରୁ ଜଣାପଡ଼ିଛି। ବ୍ରିଟେନରେ ଥିବା କାର୍ଡିଫ ବିଶ୍ୱବିଦ୍ୟାଳୟ କରିଥିବା ଗବେଷଣା ଅନୁଯାୟୀ, ଲ୍ୟାବ ମଧ୍ୟରେ ମାଉଥୱାଶ ମାଧ୍ୟମରେ କରୋନା ଭାଇରସକୁ ୩୦ ସେକେଣ୍ଡ ମଧ୍ୟରେ ମରାଯାଇ ପାରିଛି।

ପ୍ରାଥମିକ ଭାବେ କାଯାଇଥିବା କ୍ଲିନିକାଲ୍‌ ଟ୍ରାଏଲ ବେଳେ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି, ସେଟିପାଇରିଡିନିୟମ କ୍ଲୋରାଇଡ (CPC) ଯୁକ୍ତ ମାଉଥୱାଶ କରୋନାକୁ ଧ୍ୱଂସ କରିବାକୁ ସକ୍ଷମ। ତେବେ ଏହାକୁ କରୋନା ଚିକିତ୍ସାର ଅସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ କି ନାହିଁ, ସେ ବିଷୟରେ କିଛି ବି କୁହାଯାଇ ନାହିଁ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ଏବେ ହସ୍ପିଟାଲରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ ବୋଲି ଜଣାପଡ଼ିଛି। କରୋନା ରୋଗୀର ଲାଳରେ ଥିବା ଭାଇରସକୁ ଏହା ହ୍ରାସ କରିପାରୁଛି କି, ତା’ର ପରୀକ୍ଷା କରାଯିବ। ଆସନ୍ତା ବର୍ଷ ପ୍ରଥମ ଭାଗରେ ଏହାର ରେଜଲ୍ଟ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story