ଦୀର୍ଘ ଗୋଟିଏ ବର୍ଷ ପରେ ଅଟକ ଦଣ୍ଡରୁ ମୁକୁଳିଲେ ମେହବୁବା ମୁଫତି

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ଅଟକ ରହିବା ପରେ ଆଜି ଗୃହବନ୍ଦୀରୁ ମୁକୁଳିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଆଜି ରାତି ପ୍ରାୟ ୯.୪୫ରେ ଜମ୍ମୁ-କଶ୍ମୀର ପ୍ରଶାସନ ପିଡିପି ମୁଖ୍ୟ ମେହବୁବାଙ୍କୁ ଅଟକ ଦଣ୍ଡରୁ ରିଲିଜ କରିଛି। ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେହବୁବା ମୁଫତିଙ୍କୁ ଆଜି ରିଲିଜ୍‌ କରାଯାଇଛି। ଗତବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା […]

yg

yg

Hemant Lenka
  • Published: Tuesday, 13 October 2020
  • Updated: 13 October 2020, 10:28 PM IST

Sports

Latest News

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ଅଟକ ରହିବା ପରେ ଆଜି ଗୃହବନ୍ଦୀରୁ ମୁକୁଳିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଆଜି ରାତି ପ୍ରାୟ ୯.୪୫ରେ ଜମ୍ମୁ-କଶ୍ମୀର ପ୍ରଶାସନ ପିଡିପି ମୁଖ୍ୟ ମେହବୁବାଙ୍କୁ ଅଟକ ଦଣ୍ଡରୁ ରିଲିଜ କରିଛି। ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେହବୁବା ମୁଫତିଙ୍କୁ ଆଜି ରିଲିଜ୍‌ କରାଯାଇଛି।

ଗତବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଏହାପୂର୍ବରୁ ଅର୍ଥାତ ଅଗଷ୍ଟ ୪ରେ ମେହବୁବାଙ୍କ ସହ ଜମ୍ମୁ-କଶ୍ମୀରର ଅନେକ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରାଯାଇଥିଲା।

ଚଳିତ ବର୍ଷ ଆରମ୍ଭରୁ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲାଙ୍କ ଭଳି ନେତାଙ୍କୁ ସରକାର ଗୃହବନ୍ଦୀରୁ ମୁକ୍ତି ଦେଇଥିଲେ ହେଁ ମେହବୁବାଙ୍କ ଅଟକ ଅବଧିକୁ ବାରମ୍ବାର ବୃଦ୍ଧି କରିଥିଲେ। ଶେଷଥର ପାଇଁ ଜୁଲାଇ ମାସରେ ମେହବୁବାଙ୍କ ଅଟକ ଅବଧିକୁ ୩ ମାସ ବୃଦ୍ଧି କରାଯାଇଥିଲା।

ରିଲିଜ ପରେ ମେହବୁବାଙ୍କ ଟ୍ୱିଟର ଆକାଉଣ୍ଟରୁ ତାଙ୍କ ଝିଅ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ମେହବୁବା ମୁଫତିଙ୍କ ବେଆଇନ ଅଟକ ଅବଧିରେ ଶେଷରେ ରୋକ ଲାଗିଛି। ଏଭଳି ଏକ କଠିନ ସମୟରେ ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ମୋର ଧନ୍ୟବାଦ। ମୁଁ ଇଲତିଜା ଆପଣମାନଙ୍କ ଠାରୁ ବିଦାୟ ନେଉଛି। ଆହ୍ଲା ଆପଣମାନଙ୍କୁ ଖୁସିରେ ରଖିନ୍ତୁ।

ଅଗଷ୍ଟ ୪ରୁ ଅଟକ ଥିବା ମେହବୁବାଙ୍କୁ ପ୍ରଥମେ ଦୁଇଟି ସରକାରୀ କେନ୍ଦ୍ରରେ ୮ ମାସ କାଳ ରଖାଯାଇଥିଲା। ତେବେ ଚଳିତ ବର୍ଷ ଏପ୍ରିଲ ୭ରେ ତାଙ୍କୁ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ଏଠାରେ ସେ ସେବେଠାରୁ ଗୃହବନ୍ଦୀ ହୋଇ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story