ନିର୍ଭୟା ମାମଲାରେ ନୂଆ ଟ୍ୱିଷ୍ଟ: ପୁଣି କ୍ୟୁରେଟିଭ ଓ କ୍ଷମା ଆବେଦନ କରିବ ମୁକେଶ!

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ପାଇବାକୁ ଅପେକ୍ଷା କରିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ ଏବେ ଏହାକୁ ଟାଳିବା ପାଇଁ ନୂଆ ଭେଳିକି ଆରମ୍ଭ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ଦୋଷୀ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଦାବି କରିଛି। ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ ଯଥାକ୍ରମେ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହା ଖାରଜ ହୋଇଥିଲା। ଏବେ ସେ ପୁଣି ଥରେ […]

v

v

Hemant Lenka
  • Published: Friday, 06 March 2020
  • Updated: 06 March 2020, 03:39 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ପାଇବାକୁ ଅପେକ୍ଷା କରିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ ଏବେ ଏହାକୁ ଟାଳିବା ପାଇଁ ନୂଆ ଭେଳିକି ଆରମ୍ଭ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ଦୋଷୀ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଦାବି କରିଛି। ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ ଯଥାକ୍ରମେ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହା ଖାରଜ ହୋଇଥିଲା।

ଏବେ ସେ ପୁଣି ଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛି। ତେବେ ସେ କାହିଁକି ଏଭଳି ଆବେଦନ କରିବାକୁ ଚାହୁଁଛି, ତା’ର ବି କାରଣ କୋର୍ଟରେ ଉପସ୍ଥାପନ କରିଛି।

ସେ କହିଛି ଯେ ନିର୍ଭୟା ଘଟଣାରେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରୀ ବ୍ରିନ୍ଦା ଗ୍ରୋଭର ତା’ ବିନା ଅନୁମତିରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଦସ୍ତଖତ କରାଇ ନେଇଥିଲେ। ସେ ଆହୁରି କହିଛି ଯେ ଜାନୁଆରୀ ୭ରେ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି ଓ ଏହାର ୭ ଦିନ ମଧ୍ୟରେ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ପଡ଼ିବ ବୋଲି ମିଛ କହି ବ୍ରିନ୍ଦା ତା’ଠାରୁ ଦସ୍ତଖତ କରାଇ ନେଇଥିଲେ ବୋଲି ସେ ଅଭିଯୋଗ କରିଛି।

ମୁକେଶ ତା’ର ଓକିଲ ଏମଏଲ ଶର୍ମାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ କରିଥିବା ଆବେଦନରେ କହିଛି ଯେ ନିୟମ ଅନୁସାରେ ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଏ। ଏଥିପାଇଁ ଦୋଷୀକୁ ୩ ବର୍ଷର ସମୟ ଦିଆଯାଏ। ଏହି ସମୟସୀମା ମଧ୍ୟରେ ହିଁ ଦୋଷୀ କ୍ୟୁରେଟିଭ ପିଟିସନ ଦାଖଲ କରିବାର ପ୍ରାବଧାନ ରହିଛି।

ମୁକେଶର ରିଭ୍ୟୁ ପିଟିସନ ୨୦୧୮ ଜୁଲାଇ ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଥିଲା। ତେଣୁ ଆଇନରେ ମୁକେଶକୁ ଯେଉଁ ଅଧିକାର ଦିଆଯାଇଛି, ତା’କୁ କାର୍ଯ୍ୟକାରୀ କରାଯାଉ। ୨୦୨୧ ଜୁଲାଇ ମାସ ମଧ୍ୟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ତା’କୁ ଅନୁମତି ଦିଆଯାଉ ବୋଲି ତା’ ଓକିଲ ଆବେଦନ କରିଛନ୍ତି।

ଏହି ଆବେଦନ ଦାଖଲ କରିବା ବେଳେ ଏମଏଲ ଶର୍ମା ନିଜର ଯୁକ୍ତି ଉପସ୍ଥାପନ କରି ବ୍ରିନ୍ଦା ଗ୍ରୋଭରଙ୍କୁ ଟାର୍ଗେଟ କରିଥିଲେ। ବ୍ରିନ୍ଦା ଗ୍ରୋଭର ମିଛ କଥା କହି ମୁକେଶ ଠାରୁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ଦସ୍ତଖତ କରାଇ ନେଇଥିବା କହିଥିଲେ। ତେବେ ସୁପ୍ରିମକୋର୍ଟ ବ୍ରିନ୍ଦାଙ୍କ ବିରୋଧରେ ଅପମାନିତ କରିବା ଭଳି ଶବ୍ଦ ବ୍ୟବହାର ନ କରିବାକୁ ଏମଏଲ ଶର୍ମାଙ୍କୁ ତାଗିଦ କରିଥିଲେ।

ଗୁରୁବାର ପଟିଆଲା ହାଉସ କୋର୍ଟ ମୁକେଶ, ଅକ୍ଷୟ, ପବନ ଓ ବିନୟକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ। ଆସନ୍ତା ୨୦ରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିର୍ଦ୍ଦେଶ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story