ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ମୁଲାୟମ ଏବଂ ତାଙ୍କ ପରିବାରକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଫସିଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବ ତଥା ତାଙ୍କର ପରିବାର ବର୍ଗଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱସ୍ତି ମିଳିଛି। ଏହି ଅଭିଯୋଗର ସିବିଆଇ ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଆମେ କହି ପାରିବୁ ନାହିଁ ବୋଲି କୋର୍ଟ କହିଛନ୍ତି। କାରଣ ସୁପ୍ରିମକୋର୍ଟ ୧୩ ଡିସେମ୍ବର ୨୦୧୨ରୁ ସିବିଆଇକୁ ଏହି ମାମଲାର ଯାଞ୍ଚ କରିବାପୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ବିଶ୍ୱନାଥ ଚର୍ତ୍ତୁବେଦୀ ମୁଲାୟମ ସିଂ ଯାଦବ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, କାନୋଜରୁ ଲୋକସଭା ସାଂସଦ ଡିମ୍ପଲ ଯାଦବ ଏବଂ ମୁଲାୟମଙ୍କ ଦ୍ୱିତୀୟ ପୁତ୍ର ପ୍ରତୀକ ଯାଦବଙ୍କ ବିପକ୍ଷରେ ଆୟ ବହିର୍ଭୁତ ସଂପତ୍ତି ରଖିଥିବ ଅଭିଯୋଗ ଆଣିଥିଲେ।

ଆହୁରି ପଢ଼ନ୍ତୁ

ପୁଲିସ୍‌ ଇନସପେକ୍ଟରଙ୍କୁ ଗୁଳି କରି ଆତଙ୍କୀଙ୍କ ହତ୍ୟା

ଚାଇନାକୁ ଚେକ୍‌: ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ

ମଇଁଷି ଉପରେ ବସି ଆସିଲେ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ

ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର ୭ ଜଣଙ୍କୁ କରୋନା, ପୁଅଙ୍କ ଅବସ୍ଥା ସାଂଘାତିକ

ବ୍ୟାନ୍‌ ପରେ ପୁଣି ଫେରିଲା ଟିକଟକ୍‌

ୟୁପି ଗୁଳିକାଣ୍ତ: ଅଭିଯୁକ୍ତଙ୍କୁ ସମର୍ଥନ କରିବାରୁ ବିଜେପି ବିଧାୟକଙ୍କୁ ନଡ୍ଡାଙ୍କ ନୋଟିସ

ପୂଜା ମଣ୍ଡପକୁ ଲୋକଙ୍କ ପାଇଁ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କଲେ କୋର୍ଟ

କରୋନାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ବାହାର କରିଥିବା ନାବାଳିକା ଜିତିଲେ ୨୫ ହଜାର ଡଲାର୍‌

ଗଞ୍ଜେଇ ଖାଇଲେ ଫୁସଫୁସର କ୍ଷତି କରିପାରିବ ନାହିଁ କରୋନା!

ଲଦାଖରୁ ଧରାପଡ଼ିଲେ ଚାଇନା ଯବାନ, ପ୍ରତିରକ୍ଷା ଦସ୍ତାବିଜ୍ ମିଳିଲା

ମହିଳା ମନ୍ତ୍ରୀଙ୍କୁ ଆଇଟମ କହିବା ପ୍ରସଙ୍ଗ: ଉପବାସ ସହ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ

କ୍ରିକେଟ ଆସୋସିଏସନ ସ୍କାମ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡିର ଜେରା