ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ମୁଲାୟମ ଏବଂ ତାଙ୍କ ପରିବାରକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଫସିଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବ ତଥା ତାଙ୍କର ପରିବାର ବର୍ଗଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱସ୍ତି ମିଳିଛି। ଏହି ଅଭିଯୋଗର ସିବିଆଇ ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଆମେ କହି ପାରିବୁ ନାହିଁ ବୋଲି କୋର୍ଟ କହିଛନ୍ତି। କାରଣ ସୁପ୍ରିମକୋର୍ଟ ୧୩ ଡିସେମ୍ବର ୨୦୧୨ରୁ ସିବିଆଇକୁ ଏହି ମାମଲାର ଯାଞ୍ଚ କରିବାପୁ […]

mulayam-singh-yadav

mulayam-singh-yadav

Rakesh Mallick
  • Published: Monday, 19 September 2016
  • Updated: 19 September 2016, 04:47 PM IST

Sports

Latest News

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଫସିଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବ ତଥା ତାଙ୍କର ପରିବାର ବର୍ଗଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱସ୍ତି ମିଳିଛି। ଏହି ଅଭିଯୋଗର ସିବିଆଇ ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଆମେ କହି ପାରିବୁ ନାହିଁ ବୋଲି କୋର୍ଟ କହିଛନ୍ତି। କାରଣ ସୁପ୍ରିମକୋର୍ଟ ୧୩ ଡିସେମ୍ବର ୨୦୧୨ରୁ ସିବିଆଇକୁ ଏହି ମାମଲାର ଯାଞ୍ଚ କରିବାପୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ବିଶ୍ୱନାଥ ଚର୍ତ୍ତୁବେଦୀ ମୁଲାୟମ ସିଂ ଯାଦବ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, କାନୋଜରୁ ଲୋକସଭା ସାଂସଦ ଡିମ୍ପଲ ଯାଦବ ଏବଂ ମୁଲାୟମଙ୍କ ଦ୍ୱିତୀୟ ପୁତ୍ର ପ୍ରତୀକ ଯାଦବଙ୍କ ବିପକ୍ଷରେ ଆୟ ବହିର୍ଭୁତ ସଂପତ୍ତି ରଖିଥିବ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story