ୟୁଏଇରେ ଏକାଧିକ ବିସ୍ଫୋରଣ

ଅବୁଧାବି: ୟୁଏଇର ଫୁଜାଇରିହା ଠାରେ ଆଜି ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ପୋର୍ଟ ଅଞ୍ଚଳରେ ବିସ୍ଫୋରଣ ହୋଇଥିବାରୁ ଏଠାରେ ଥିବା ପ୍ରାୟ ୭ଟି ତେଲ ଟ୍ୟାଙ୍କରରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟ ୪ଟାରୁ ୭ଟା ମଧ୍ୟରେ ଏକାଧିକ ବିସ୍ଫୋରଣ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ୭ରୁ ୧୦ଟି ତେଲ ଟ୍ୟାଙ୍କର ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଇଛି। ହେଲେ ଏଯାଏ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

xs

xs

Hemant Lenka
  • Published: Sunday, 12 May 2019
  • Updated: 12 May 2019, 04:20 PM IST

Sports

Latest News

ଅବୁଧାବି: ୟୁଏଇର ଫୁଜାଇରିହା ଠାରେ ଆଜି ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ପୋର୍ଟ ଅଞ୍ଚଳରେ ବିସ୍ଫୋରଣ ହୋଇଥିବାରୁ ଏଠାରେ ଥିବା ପ୍ରାୟ ୭ଟି ତେଲ ଟ୍ୟାଙ୍କରରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟ ୪ଟାରୁ ୭ଟା ମଧ୍ୟରେ ଏକାଧିକ ବିସ୍ଫୋରଣ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ୭ରୁ ୧୦ଟି ତେଲ ଟ୍ୟାଙ୍କର ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଇଛି। ହେଲେ ଏଯାଏ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos