ଅନଲକ-୫ରେ ବି ଖୋଲିବନି ମନ୍ଦିର, ମେଟ୍ରୋ ଓ ଲାଇବ୍ରେରୀ ଉପରୁ ହଟିଲା କଟକଣା

ମୁମ୍ବାଇ: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜି ମହାରାଷ୍ଟ୍ର ସରକାର ଅନଲକ-୫ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ କହିଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ଦିର ଖୋଲିବାକୁ ଅନୁମତି ଦେଇ ନଥିବାରୁ ତୀବ୍ର ସମାଲୋଚନା କରିଥିଲେ। ଏହା ସତ୍ତ୍ୱେ ମହାରାଷ୍ଟ୍ର ସରକାର ଅନଲକ-୫ରେ ମଧ୍ୟ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ସମେତ ସ୍କୁଲ ଗୁଡ଼ିକ ବନ୍ଦ […]

gj

gj

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 05:51 PM IST

Sports

Latest News

ମୁମ୍ବାଇ: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜି ମହାରାଷ୍ଟ୍ର ସରକାର ଅନଲକ-୫ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ କହିଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ଦିର ଖୋଲିବାକୁ ଅନୁମତି ଦେଇ ନଥିବାରୁ ତୀବ୍ର ସମାଲୋଚନା କରିଥିଲେ।

ଏହା ସତ୍ତ୍ୱେ ମହାରାଷ୍ଟ୍ର ସରକାର ଅନଲକ-୫ରେ ମଧ୍ୟ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ସମେତ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆସନ୍ତାକାଲି ଠାରୁ ରାଜ୍ୟରେ ମେଟ୍ରୋ ସେବା ଆରମ୍ଭ ହେବ। ସରକାରୀ ଓ ଘରୋଇ ଲାଇବ୍ରେରୀ ଉପରେ ଲାଗିଥିବା କଟକଣାକୁ ମଧ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଅର୍ଥାତ ଏଗୁଡ଼ିକ ମଧ୍ୟ ଆସନ୍ତାକାଲି ଠାରୁ ଖୋଲିବ।

ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର ୧୫ରୁ କଣ୍ଟେନମେଣ୍ଟ ଜୋନ ବାହାରେ ସ୍ଥାନୀୟ ସାପ୍ତାହିକ ବଜାର ଗୁଡ଼ିକ ଖୋଲିବ। ସେହିପରି ନିୟମିତ ଦୋକାନ ଗୁଡ଼ିକ ସକାଳ ୯ରୁ ରାତି ୯ ଯାଏ ଖୋଲା ରହିବ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ସେବା କାର୍ଯ୍ୟ କରିବ।

ସ୍କୁଲ କର୍ତ୍ତୃପକ୍ଷ ୫୦ % ଶିକ୍ଷକଙ୍କୁ ଗୋଟିଏ ସମୟ ଡାକି ଅନଲାଇନ କ୍ଲାସ ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ। ଏହା ମଧ୍ୟ ଅକ୍ଟୋବର ୧୫ଠାରୁ କାର୍ଯ୍ୟକାରୀ ହେବ। ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ସେହିପରି ଅନ୍ତିମ ସଂସ୍କାରରେ କେବେଳ ୨୦ ଜଣ ହିଁ ଯୋଗଦେଇ ପାରିବେ। ପାର୍କ ଓ ଅନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକ ପୂର୍ବଭଳି ଖୋଲା ରହିବ। ବ୍ୟବସାୟିକ ପ୍ରଦର୍ଶନୀଗୁଡ଼ିକ ମଧ୍ୟ ଅକ୍ଟୋବର ୧୫ରୁ ଆରମ୍ଭ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story