ମମତା, ନାଇଡୁ ଓ ମାୟାବତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ: ଶରଦ ପାୱାର

ମୁମ୍ବାଇ: ଭେଟରାନ ରାଜନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ କିଏ ହେବ, ସେନେଇ ମତ ରଖିଛନ୍ତି। ତେବେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ଆଦୌ ନେଇ ନାହାନ୍ତି। ସେ କହିଛନ୍ତି, “ ଯଦି ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିବ ନାହିଁ, ତା’ହେଲେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସରକାର ଗଠନ କରିବେ। ଏହି ସରକାରରେ ପ୍ରଧାନମନ୍ତ୍ରୀ […]

s

s

Hemant Lenka
  • Published: Sunday, 28 April 2019
  • Updated: 28 April 2019, 03:19 PM IST

Sports

Latest News

ମୁମ୍ବାଇ: ଭେଟରାନ ରାଜନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ କିଏ ହେବ, ସେନେଇ ମତ ରଖିଛନ୍ତି। ତେବେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ଆଦୌ ନେଇ ନାହାନ୍ତି।

ସେ କହିଛନ୍ତି, “ ଯଦି ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିବ ନାହିଁ, ତା’ହେଲେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସରକାର ଗଠନ କରିବେ। ଏହି ସରକାରରେ ପ୍ରଧାନମନ୍ତ୍ରୀ ହେବା ପାଇଁ ୩ ଜଣ ଦାବିଦାର ରହିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ।

ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ବିରୋଧୀ ପ୍ରଧାନମନ୍ତ୍ରୀ କରିବେ। ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ଏଥର ଏନ୍‌ଡିଏ କ୍ଷମତାକୁ ଫେରିବ ବୋଲି ଆଶା କମ୍‌। ତେଣୁ ଏଭଳି ସ୍ଥିତିରେ ମମତା, ମାୟାବତୀ ଓ ନାଇଡୁ ହିଁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story