ନାଇଡୁଙ୍କ ଅନଶନରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ମୋଦି ସରକାର ବିରୋଧରେ ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ରହିଛନ୍ତି ବୋଲି ପ୍ରମାଣ କରିବାକୁ ପୁଣିଥରେ ଉଦ୍ୟମ ହୋଇଛି। ଆଜି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ର ବାବୁ ନାଇଡୁ ଦିଲ୍ଲୀରେ ଦିନିକିଆ ଅନଶନ କରିଥିଲେ। ନାଇଡୁଙ୍କ ଅନଶନ ସ୍ଥଳରେ ବିଜେପି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳଗୁଡ଼ିକ ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା […]

f

f

Hemant Lenka
  • Published: Monday, 11 February 2019
  • Updated: 11 February 2019, 09:03 PM IST

ନୂଆଦିଲ୍ଲୀ: ମୋଦି ସରକାର ବିରୋଧରେ ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ରହିଛନ୍ତି ବୋଲି ପ୍ରମାଣ କରିବାକୁ ପୁଣିଥରେ ଉଦ୍ୟମ ହୋଇଛି। ଆଜି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ର ବାବୁ ନାଇଡୁ ଦିଲ୍ଲୀରେ ଦିନିକିଆ ଅନଶନ କରିଥିଲେ।

ନାଇଡୁଙ୍କ ଅନଶନ ସ୍ଥଳରେ ବିଜେପି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳଗୁଡ଼ିକ ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି।

ରାଜ୍ୟର ଏକ ପ୍ରସଙ୍ଗକୁ କେନ୍ଦ୍ରୀୟ ମଞ୍ଚଳରେ ଉଠାଇବାକୁ ଆଜି ନାଇଡୁ ଆନ୍ଧ୍ର ଭବନରେ ଅନଶନ କରିଥିଲେ। ନାଇଡୁଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିବାକୁ ଅନେକ ବିରୋଧୀ ଦଳର ନେତା ସେଠାରେ ପହଞ୍ଚିଥିଲେ।
ନାଇଡୁଙ୍କୁ ସମର୍ଥନ ଜଣାଇ ଅନଶନ ସ୍ଥଳରେ ପହଞ୍ଚି ତାଙ୍କୁ ସମର୍ଥନ ଜଣାଇଥିବା ରାଜନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା, ଏନ୍‌ସିପି ନେତା ମାଜିଦ ମେମନ୍‌, ଟିଏମସିର ଡିରେକ ଓ ବ୍ରାଏନ, ଡିଏମକେ ରାଜ୍ୟସଭା ସଂସଦ ଟିରୁଚି ଶିବା, ଲୋକତାନ୍ତ୍ରିକ ଜନତା ଦଳର ଶରଦ ଯାଦବ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ରହିଥିଲେ।

ପୂର୍ବଥର ମୋଦି ସରକାର ବିରୋଧରେ ଥିବା ୨୨ଟି ରାଜନୀତିକ ଦଳର ନେତାମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ୧୯ ଜାନୁଆରୀ ମହାସମାବେଶରେ ଏକାଠି ହୋଇଥିଲେ।

ନାଇଡୁ ଆଜି କହିଛନ୍ତି, ୨୦୧୪ରେ ଆନ୍ଧ୍ରଠାରୁ ତେଲେଙ୍ଗାନା ଅଲଗା ହେବା ବେଳେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story