ବିଶ୍ୱରେ ପ୍ରଥମ: ମଙ୍ଗଳରୁ ପୃଥିବୀକୁ ଆସିବ ପଥର ନମୁନା

ୱାଶିଂଟନ: ପ୍ରଥମଥର ପାଇଁ ମଙ୍ଗଳ ଗ୍ରହରେ ଠାବ ହୋଇଥିବା ନୂଆ ପଥର ନମୁନା ପୃଥିବୀକୁ ଆଣିବ ନାସା। ପଥରକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରିବାକୁ ଥିବାରୁ ନାସା ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି। ନାସା ପକ୍ଷରୁ ଗୋଟିଏ ରିଭ୍ୟୁ ରିପୋର୍ଟ ନଭେମ୍ବର ୧୦ରେ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଛି ଯେ ନାସା ତା’ର ମାର୍ସ ସାମ୍ପୁଲ ରିଟର୍ଣ୍ଣ(ଏମସିଆର) କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ। ଏହା ଅଧୀନରେ ମଙ୍ଗଳ ଗ୍ରହରେ ଠାବ ହୋଇଥିବା ନୂଆ ପଥର […]

nj

nj

Hemant Lenka
  • Published: Saturday, 14 November 2020
  • Updated: 14 November 2020, 05:51 PM IST

Sports

Latest News

ୱାଶିଂଟନ: ପ୍ରଥମଥର ପାଇଁ ମଙ୍ଗଳ ଗ୍ରହରେ ଠାବ ହୋଇଥିବା ନୂଆ ପଥର ନମୁନା ପୃଥିବୀକୁ ଆଣିବ ନାସା। ପଥରକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରିବାକୁ ଥିବାରୁ ନାସା ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି। ନାସା ପକ୍ଷରୁ ଗୋଟିଏ ରିଭ୍ୟୁ ରିପୋର୍ଟ ନଭେମ୍ବର ୧୦ରେ ପ୍ରକାଶ ପାଇଥିଲା।

ଏଥିରେ କୁହାଯାଇଛି ଯେ ନାସା ତା’ର ମାର୍ସ ସାମ୍ପୁଲ ରିଟର୍ଣ୍ଣ(ଏମସିଆର) କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ। ଏହା ଅଧୀନରେ ମଙ୍ଗଳ ଗ୍ରହରେ ଠାବ ହୋଇଥିବା ନୂଆ ପଥର ଖଣ୍ଡର ନମୁନା ପୃଥିବୀ ପୃଷ୍ଠକୁ ଅଣାଯିବ। ଏହି ପଥର ଖଣ୍ଡର ସାଇଣ୍ଟିଫିକ୍‌ ଷ୍ଟଡି କରାଯିବ।
ଅନ୍ୟ ଗ୍ରହରୁ ପୃଥିବୀକୁ ନମୁନା ଆଣିବା ପାଇଁ ନାସା ପକ୍ଷରୁ ୟୁରୋପିୟନ ସ୍ପେଶ ଏଜେନ୍ସି(ଇଏସଏ) ସହ ଅନ୍ତର୍ଜାତୀୟ ଭାଗିଦାରୀ କରାଯାଇଥିଲା।

ଏବେ ଇଣ୍ଡିପେଣ୍ଡେଣ୍ଟ ରିଭ୍ୟୁ ବୋର୍ଡ(ଆଇଆରବି) ଜରିଆରେ ମଙ୍ଗଳ ଗ୍ରହରୁ ପ୍ରଥମଥର ପାଇଁ ପଥର ନମୁନା ପୃଥିବୀକୁ ଅଣାଯିବ। ଆଇଆରବି ଦୀର୍ଘ ବର୍ଷ ହେଲାଣି ନାସାର ସମୀକ୍ଷା ରିପୋର୍ଟକୁ ଯାଞ୍ଚ କରି ଆସୁଥିଲା। ଏବେ ମଙ୍ଗଳ ଗ୍ରହରୁ ପଥର ନମୁନା ଆଣିବାକୁ ନାସା ସକ୍ଷମ ବୋଲି ଆଇଆରବି ହୃଦୟଙ୍ଗମ କରିଛି।

ତେଣୁ ନାସାର ଏମସିଆର ଅଭିଯାନକୁ ଆଗକୁ ନେବା ପାଇଁ ଆଇଆରବି ଅନୁମତି ଦେଇଛି। ପଥର ନମୁନାକୁ ସମୀକ୍ଷା କରି ମଙ୍ଗଳ ଗ୍ରହରେ ଜୀବନ ଧାରଣର କ୍ଷମତା ଅଛି କି ନାହିଁ ଓ ପୂର୍ବରୁ ଏଠାରେ ଲୋକ ରହୁଥିଲେ କି ନାହିଁ, ସେ ବିଷୟରେ ବୈଜ୍ଞାନିକମାନେ ଜାଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story