ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନ କରିବା ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ହଷ୍ଟେଲର ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଭାବେ ଜାତୀୟ ସଙ୍ଗୀତ ଗାନ କରିବେ। ପ୍ରତ୍ୟେକ ଦିନ ସକାଳ ୭ଟା ବେଳେ ଏକସଙ୍ଗେ ଏହି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର। ରାଜସ୍ଥାନର ୭୮୯ଟି ହଷ୍ଟେଲ ପାଇଁ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ତେବେ ସବୁଠାରୁ ବଡ଼ କଥା ହେଲା ଏସମସ୍ତ ସ୍କୁଲରେ ରହୁଥିବା ଛାତ୍ରଛାତ୍ରୀ ହେଉଛନ୍ତି ଓବିସି ଏବଂ ଅନୁସୂଚିତ ଜାତି, ଜନଜାତି ବିଭାଗର। ରାଜ୍ୟ ସରକାରଙ୍କ ସାମାଜିକ […]

national_anthem_1511856111

national_anthem_1511856111

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 09:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ହଷ୍ଟେଲର ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଭାବେ ଜାତୀୟ ସଙ୍ଗୀତ ଗାନ କରିବେ। ପ୍ରତ୍ୟେକ ଦିନ ସକାଳ ୭ଟା ବେଳେ ଏକସଙ୍ଗେ ଏହି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର। ରାଜସ୍ଥାନର ୭୮୯ଟି ହଷ୍ଟେଲ ପାଇଁ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ତେବେ ସବୁଠାରୁ ବଡ଼ କଥା ହେଲା ଏସମସ୍ତ ସ୍କୁଲରେ ରହୁଥିବା ଛାତ୍ରଛାତ୍ରୀ ହେଉଛନ୍ତି ଓବିସି ଏବଂ ଅନୁସୂଚିତ ଜାତି, ଜନଜାତି ବିଭାଗର। ରାଜ୍ୟ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଳରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ରାଜ୍ୟ ସରକାର ସମସ୍ତ ଘରୋଇ ଆବାସିକା ବିଦ୍ୟାଳୟରେ ଜାତୀୟ ସଙ୍ଗୀତକୁ ବାଧ୍ୟତାମୂଳକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story