ଶେଷରେ ସିଦ୍ଧୁଙ୍କ ଦେଖା ମିଳିଲା

ଚଣ୍ଠିଗଡ଼: ରାଜନୀତି ମଇଦାନରୁ ଦୀର୍ଘଦିନ ହେଲା ନିର୍ବାସିତ ହୋଇ ରହି ଆସିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ୨୦୧୯ ଜୁଲାଇ ମାସରେ ସିଦ୍ଧୁ ପଞ୍ଜାବ ସରକାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କୁ ଆଉ କୌଣସି ସଭା ସମିତିରେ ଦେଖିବାକୁ ମିଳି ନଥିଲା। ହେଲେ ରବିବାର ରାତିରେ ଅମୃତସରରରେ ଆୟୋଜିତକ ଏକ ସାଂସ୍କୃତି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି। ସିଦ୍ଧୁ ଅକାଳୀ ଦଳ ନେତା ବିକ୍ରମ ସିଂହ ମାଜିଥିଆଙ୍କ ସହ ଷ୍ଟେଜ […]

we

we

Hemant Lenka
  • Published: Monday, 17 February 2020
  • Updated: 17 February 2020, 12:30 PM IST

Sports

Latest News

ଚଣ୍ଠିଗଡ଼: ରାଜନୀତି ମଇଦାନରୁ ଦୀର୍ଘଦିନ ହେଲା ନିର୍ବାସିତ ହୋଇ ରହି ଆସିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ୨୦୧୯ ଜୁଲାଇ ମାସରେ ସିଦ୍ଧୁ ପଞ୍ଜାବ ସରକାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କୁ ଆଉ କୌଣସି ସଭା ସମିତିରେ ଦେଖିବାକୁ ମିଳି ନଥିଲା। ହେଲେ ରବିବାର ରାତିରେ ଅମୃତସରରରେ ଆୟୋଜିତକ ଏକ ସାଂସ୍କୃତି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି।

ସିଦ୍ଧୁ ଅକାଳୀ ଦଳ ନେତା ବିକ୍ରମ ସିଂହ ମାଜିଥିଆଙ୍କ ସହ ଷ୍ଟେଜ ଶେୟାର କରିଛନ୍ତି। ଇସ୍ତଫା ଦେବା ପରେ ସିଦ୍ଧୁ ବିଧାନସଭା ମଧ୍ୟ ଯାଉ ନଥିଲେ। ହେଲେ ରବିବାର ଏକ ଆଲବମ ରିଲିଜ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସିଦ୍ଧୁ କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ଗୁରଜିତ ସିଂହ ଅଜୁଲାଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ।

ହେଲେ ମାଜିଥିଆଙ୍କ ଠାରୁ ଯଥା ସମ୍ଭବ ଦୂରତା ଅବଲମ୍ବନ କରିଥିଲେ। ଏହାବାଦ ସିଦ୍ଧୁ ଅକାଳୀ ଦଳ ତାକସାଲି ନେତା ରଣଜୀ ସିଂହଙ୍କୁ ଷ୍ଟେଜରେ ଶୁଭେଚ୍ଛା ଜଣାଇଥିଲେ। ସିଦ୍ଧୁଙ୍କୁ କାର୍ଯ୍ୟକ୍ରମ ପରେ ଗଣାମଧ୍ୟମ ପ୍ରତିନିଧିମାନେ ଏକାଧିକ ପ୍ରଶ୍ନ କରିଥିଲେ ହେଁ ସେ କୌଣସି ଉତ୍ତର ଦେଇନାହାନ୍ତି।

ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସିଦ୍ଧୁଙ୍କ ନାଁ ରହିଥିଲା। ହେଲେ ସେ ଦଳ ପାଇଁ ଆଦୌ ପ୍ରଚାର କରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story